Latest Odisha News

କରୋନା ସଂକ୍ରମଣରେ ପୋଲିସ ବାବୁଙ୍କ ମୃତ୍ୟୁ

ଝାରସୁଗୁଡା: ଝାରସୁଗୁଡା ଜିଲ୍ଲାର ବଡମାଳ ଥାନା ସବ-ଇନ୍ସପେକ୍ଟର ରାଜ କିଶୋର ସମଦଙ୍କର ମଙ୍ଗଳବାର ଦିନ କରୋନା ସଂକ୍ରମଣରେ ମୃତ୍ୟୁ ଘଟିଛି।

ଜିଲ୍ଲାପାଳ ସରୋଜ କୁମାର ସାମଲଙ୍କ ସୂଚନା ଅନୁଯାୟୀ, କରୋନା ପଜିଟିଭ ଚିହ୍ନଟ ହେବା ପରେ ତାଙ୍କୁ ଗତ ୧୫ ଦିନ ପୂର୍ବରୁ କୋଭିଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

Leave A Reply

Your email address will not be published.