Latest Odisha News

BREAKING NEWS

ଟାଟା ମ୍ୟାଜିକ୍ ଉପରେ ମାଡ଼ି ଗଲା ଟ୍ରକ୍, ୨ ଜଣଙ୍କର ମୃତ୍ୟୁ

ରାୟଗଡ଼ା: ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଟାଟା ମ୍ୟାଜିକ ଉପରେ ମାଡ଼ି ଗଲା ମାଲ୍ ବୋଝେଇ ଟ୍ରକ୍ । ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଛି । ରାୟଗଡ଼ା ଜିଲ୍ଲା ବିଷମକଟକ ଅନ୍ତର୍ଗତ ଚାଞ୍ଚରାଗୁଡ଼ା ନିକଟରେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣା ଏତେ ଭୀଷଣ ହୋଇଛି ଯେ, ଟାଟା ମ୍ୟାଜିକ୍ ଭାଙ୍ଗିରୁଜି ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଛି । ଦୁର୍ଘଟଣା ଘଟାଇଥିବା ଟ୍ରକର ବି କିଛି ଅଂଶ ଭାଙ୍ଗିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।

Leave A Reply

Your email address will not be published.