Latest Odisha News

BREAKING NEWS

ବାଲେଶ୍ୱରରୁ ଉପନିର୍ବାଚନ ଲଢ଼ିବେ ଅଭିନେତା ଅରିନ୍ଦମ!

ଭୁବନେଶ୍ୱର: ଏଥର ବାଲେଶ୍ୱର ଉପନର୍ବାଚନ ଲଢ଼ିବେ ଅଭିନେତା ଅରିଦମ । ସେ ବାଲେଶ୍ୱର ସଦର ଆସନରୁ ବିଜେଡି ପକ୍ଷରୁ ପ୍ରାର୍ଥୀ ହେବେ ବୋଲି ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି । ତେବେ ଏହି ମାମଲାରେ ମୁହଁ ଖୋଲିଛନ୍ତି ଅଭିନେତା ଅରିନ୍ଦମ ।

BjdElectrycity

ସେ କହିଛନ୍ତି ପ୍ରାର୍ଥୀ ହେବା ନେଇ ତାଙ୍କ ପାଖରେ କୌଣସି ସୂଚନା ନାହିଁ । ସେହିପରି ଦଳର ସୁପ୍ରିମୋ ଯେଉଁ ଦାୟିତ୍ୱ ଦେବେ ତାକୁ ତୁଲାଇବେ ବୋଲି କହିଛନ୍ତି ଅରିନ୍ଦମ । ପ୍ରଚାର କରିବା ପାଇଁ କହିଲେ ପ୍ରଚାର କରିବି , ନିର୍ବାଚନ କାମ ଦେଲେ କରିବି । କିନ୍ତୁ ପ୍ରାର୍ଥୀ ହେବା କଥା କେହି କହି ନାହାନ୍ତି । ମୁଁ ବି ଶୁଣିନୀ, ଯାହା ସୋସିଆଲ ମିଡିଆରେ ପ୍ରଚାର ହେଉଛି ବୋଲି ଅରିନ୍ଦମ କହିଛନ୍ତି ।

Leave A Reply

Your email address will not be published.