ନୂଆଦିଲ୍ଲୀ : ଅଭିନେତା ପରେଶ ରାୱଲ ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମା (ଏନଏସଡି) ମୁଖ୍ୟ ଭାବେ ନିଯୁକ୍ତ ହୋଇଛନ୍ତି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ନିଯୁକ୍ତି ଦେଇଥିବା କେନ୍ଦ୍ର ପର୍ପ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲ ଟ୍ୱିଟ କରି ଜଣାଇଛନ୍ତି । ଏହା ଦ୍ୱାରା ବହୁ କଳାକାର ଓ ଛାତ୍ରଛାତ୍ରୀ ଉପକୃତ ହେବେ ବୋଲି ସେ ଲେଖିଛନ୍ତି ।
ଅଭିନେତା ପରେଶ ରାୱଲ ତିନି ଦଶନ୍ଦି ଧରି ବଲିଉଡରେ ନିଜ ଅଭିନୟର କରିସ୍ମା ଦେଖାଇ ଆସୁଛନ୍ତି । ୧୯୯୪ ମସିହାରେ ସେ ଜାତୀୟ ଫିଲ୍ମ ପୁରସ୍କାର ପାଇଥିଲେ । ମନୋରଂଜନ ଜଗତରେ ନିଜ ଅବଦାନ ପାଇଁ ୨୦୧୪ରେ ସେ ପଦ୍ମଶ୍ରୀ ଉପାଧି ପାଇଛନ୍ତି ।
प्रख्यात कलाकार मा @SirPareshRawal जी को महामहिम @rashtrapatibhvn द्वारा @nsd_india का अध्यक्ष नियुक्त किया है।उनकी प्रतिभा का लाभ देश के कलाकारों एवं छात्रों को मिलेगा ।हार्दिक शुभकामनाएँ @PMOIndia @JPNadda @incredibleindia @tourismgoi @MinOfCultureGoI @BJP4India @BJP4MP pic.twitter.com/ONdM2sB3g0
— Prahlad Singh Patel (@prahladspatel) September 10, 2020
କେବଳ ଚଳଚ୍ଚିତ୍ର ନୁହେଁ ସେ ଥିଏଟର ଜଗତ ସହ ମଧ୍ୟ ଜଡିତ ।
Comments are closed.