Latest Odisha News

BREAKING NEWS

ଟିକା ନାହିଁ ବଢିପାରେ କରୋନା ସଙ୍କଟ; କିମ୍‌ଙ୍କ ଚେତାବନୀ

ନୂଆଦିଲ୍ଲୀ: ଖାଦ୍ୟ ସଙ୍କଟ ପରେ ଦେଶରେ କରୋନା ଭୂତାଣୁ ସଂକ୍ରମଣ ସଙ୍କଟକୁ ନେଇ ଚେତାବନୀ ଦେଇଛନ୍ତି ରାଷ୍ଟ୍ରପତି କିମ ଜୋଙ୍ଗ ଉନ। ସେ କହିଛନ୍ତି ଉତ୍ତର କୋରିଆରେ କରୋନା ଭୂତାଣୁ ସଂକ୍ରମଣ ସମ୍ଭବତ ଭୟଙ୍କର ହୋଇପାରେ।

କାରଣ ଦେଶରେ ପ୍ରାଚୀନ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ଅଛି ଏବଂ ସମ୍ଭବତ କୌଣସି ଟିକା ନାହିଁ। ଏ ନେଇ ଦେଶ ଆଗକୁ ଏକ “ବଡ଼ ସଙ୍କଟ” ର ସମ୍ମୁଖୀନ ତ ବୋଲି କହିଛନ୍ତି ଉତ୍ତର କୋରିଆ ନେତା କିମ୍‌ ଜୋଙ୍ଗ ଉନ।

ତେବେ ଏ ନେଇ ଅଧିକ ବିବରଣୀ ପ୍ରଦାନ କରାଯାଇନାହିଁ। ମାସ ଆରମ୍ଭରେ କିମ ତାଙ୍କ ଶାସକ ଦଳକୁ କହିଥିଲେ ଯେ ଖାଦ୍ୟ ସଙ୍କଟ ଦିନକୁ ଦିନ ବଢିବାରେ ଲାଗିଥିବା ନେଇ ସେ ଚେତାବନୀ ଦେଇଥିଲେ।

Leave A Reply

Your email address will not be published.