Latest Odisha News

BREAKING NEWS

ଫିଲ୍ମ ‘ତଡପ୍‌’ର ଟିଜର୍‌ ରିଲିଜ; କାଲି ଆସିବ ଟ୍ରେଲର୍‌

ନୂଆଦିଲ୍ଲୀ: ଆଜି ଅକ୍ଟୋବର ୨୬ ରେ ସୁନୀଲ ଶେଟ୍ଟୀଙ୍କ ପୁଅ ଆହାନ୍ ଶେଟ୍ଟୀ ଏବଂ ତାରା ସୂତରିଆଙ୍କ ଅଭିନୀତ ଚଳଚ୍ଚିତ୍ର ‘ତଡପ୍‌’ର ଟିଜର ମୁକ୍ତିଲାଭ କରିଛି। ଫିଲ୍ମର ଟ୍ରେଲର ଅକ୍ଟୋବର ୨୭ ରେ ମୁକ୍ତିଲାଭ କରିବ।

ମିଲନ ଲୁଥ୍ରିଆଙ୍କ ନିର୍ଦ୍ଦେଶିତ ‘ତଡପ୍‌’ ଡିସେମ୍ବର ୩ ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାର ଯୋଜନା ରହିଛି। ଏହି ଫିଲ୍ମ ଜରିଆରେ ଆହାନ ପ୍ରଥମ ଥର ପାଇଁ ବଲିଉଡ୍‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି।

ନିକଟରେ ନିର୍ମାତା ସାଜିଦ ନାଦିଆଡୱାଲା ଘୋଷଣା କରିଛନ୍ତି ଯେ ଅହାନ ଶେଟ୍ଟୀଙ୍କ ଡେବ୍ୟୁ ଫିଲ୍ମ ‘ତଡପ୍‌’ ଡିସେମ୍ବର ୩ ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ।

Leave A Reply

Your email address will not be published.