Latest Odisha News

ବିଶ୍ୱର ସର୍ବୋଚ୍ଚ ମୋବାଇଲ୍‌ ଏଟିସି ଟାୱାର ନିର୍ମାଣ କଲା ଭାରତୀୟ ବାୟୁସେନା

ନୂଆଦିଲ୍ଲୀ: ବିଶ୍ୱର ସର୍ବୋଚ୍ଚ ମୋବାଇଲ୍‌ ଏଟିସି ଟାୱାର ନିର୍ମାଣ କରିଛି ଭାରତୀୟ ବାୟୁସେନା।

ଭାରତୀୟ ବାୟୁସେନା ଲଦାଖର ନିଓମାସ୍ଥିତ ଆଡଭାନ୍ସ ଲ୍ୟାଣ୍ଡିଂ ଗ୍ରାଉଣ୍ଡରେ ବିଶ୍ୱର ସର୍ବୋଚ୍ଚ ମୋବାଇଲ୍ ଏୟାର ଟ୍ରାଫିକ୍ ନିୟନ୍ତ୍ରଣ ଟାୱାର ନିର୍ମାଣ କରିଛି।

ପୂର୍ବ ଲଦାଖ ଅଞ୍ଚଳରେ କାର୍ଯ୍ୟ କରୁଥିବା ଫିକ୍ସଡ ୱିଙ୍ଗ ବିମାନ ଏବଂ ହେଲିକପ୍ଟରର କାର୍ଯ୍ୟକୁ ଏଟିସି ନିୟନ୍ତ୍ରଣ କରିଥାଏ।

Comments are closed.