Latest Odisha News

ଅକ୍ଷୟ କୁମାରଙ୍କ କରୋନା ଟିପ୍ସ; ଦେଖନ୍ତୁ ଭିଡିଓ

ମୁମ୍ବାଇ: କରୋନାକୁ ନେଇ ଟିପ୍‌ ଦେଇଛନ୍ତି ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର। ସେ ସୋସିଆଲ୍‌ ମିଡିଆରେ ଏକ ଭିଡିଓ ସେୟାର କରି ତାଙ୍କ ପ୍ରଶଂସକମାନଙ୍କୁ କୋଭିଡ୍‌ ଟିପ୍‌ ପ୍ରଦାନ କରିଛନ୍ତି।

କରୋନାର ଲକ୍ଷଣ ଦେଖାଯିବା ସମୟରେ ଏବଂ ରୋଗ ନିର୍ଣ୍ଣୟ ହେବା ପରେ କେଉଁ ସବୁ ଆଚରଣ ଅନୁସରଣ କରିବା ଉଚିତ ଏ ନେଇ ସେ ଏକ ଭିଡିଓ ଛାଡିଛନ୍ତି।

ସେ ଏହି ଭିଡିଓ ସେୟ‌ାର୍‌ କରି କରୋନାକୁ ହରାଇବା ପାଇଁ କିଛି ଗୁରୁତ୍ବପୁର୍ଣ୍ଣ ଟିପ୍ସ ଦେଇଛନ୍ତି। ଦେଖନ୍ତୁ ଭିଡିଓ

 

Comments are closed.