Latest Odisha News

BREAKING NEWS

ଆସନ୍ତାକାଲିଠୁ ଝାରସୁଗୁଡ଼ାରୁ ଉଡିବ ବିମାନ

ଝାରସୁଗୁଡ଼ା: ଦୀର୍ଘ ଦୁଇ ମାସର ଲକଡାଉନ ପରେ ଝାରସୁଗୁଡାର ବୀର ସୁରେନ୍ଦ୍ର ସାଇ(ଭିଏସଏସ) ବିମାନବନ୍ଦରରୁ ସୋମବାର ଠାରୁ ଆଲିଆନ୍ସ ଏୟାର ପକ୍ଷରୁ ବିମାନ ସେବା ଆରମ୍ଭ ହେବା।

ଗଣମାଧ୍ୟମକୁ ସୂଚନା ଦେଇ ରବିବାର ଦିନ ଆଲିଆନ୍ସ ଏୟାରର ଷ୍ଟେସନ ମ୍ୟାନେଜର ଅଭିଜିତ ଶତପଥୀ କହିଛନ୍ତି ଯେ କୋଲକାତାରୁ ଏକ ବିମାନ ସୋମବାର ଝାରସୁଗୁଡା ବିମାନବନ୍ଦରରେ ପହଞ୍ଚିବ ଏବଂ ପରେ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିବ। ପୁଣି ସେହି ଦିନ ଏହି ବିମାନ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଝାରସୁଗୁଡା ଦେଇ କୋଲକାତା ଅଭିମୁଖେ ଯାତ୍ରା କରିବ।

Leave A Reply

Your email address will not be published.