Latest Odisha News

BREAKING NEWS

ବିଜେପିରେ ମିଶିବେ କ୍ୟାପଟେନ ଅମରିନ୍ଦର ସିଂ!

ନୂଆଦିଲ୍ଲୀ: ପଞ୍ଜାବରେ କଂଗ୍ରେସରୁ ପରାଜୟ ପରେ ପୂର୍ବତନ ସିଏମ କ୍ୟାପଟେନ ଅମରିନ୍ଦର ସିଂ ସୂଚାଇ  ବିଜେପିରେ ଯୋଗ ଦେବାର ସମ୍ଭାବନା ଥିବା ନେଇ ସୂଚାଇ ଦେଇଛନ୍ତି।

କଂଗ୍ରେସ ହାଇକମାଣ୍ଡଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିବା ପରେ କ୍ୟାପଟେନ ବିଜେପିରେ ଯୋଗଦେବେ ବୋଲି କଳ୍ପନାଜଳ୍ପନା ମଧ୍ୟରେ ଅମରିନ୍ଦର ସିଂ ମଙ୍ଗଳବାର ଦିନ ଦିଲ୍ଲୀ ଆସୁଛନ୍ତି। ଦିଲ୍ଲୀରେ ସେ ଗୃହମନ୍ତ୍ରୀ ଅମିତ ଶାହା ଏବଂ ବିଜେପି ମୁଖ୍ୟ ଜେପି ନଡାଙ୍କୁ ଭେଟିବେ ବୋଲି ଜଣାପଡ଼ିଛି।

ରିପୋର୍ଟ ଅନୁଯାୟୀ କ୍ୟାପଟେନ ଅମରିନ୍ଦର ସିଂ ମଙ୍ଗଳବାର ଦିଲ୍ଲୀ ଯାଉଛନ୍ତି। ଏଠାରେ ଅମିତ ଶାହା ଏବଂ ଜେପି ନଡାଙ୍କ ସହ ତାଙ୍କର ସାକ୍ଷାତ ହେବାର କାର୍ଯ୍ୟକ୍ରମ ରହିଛି।

Comments are closed.