Latest Odisha News

BREAKING NEWS

‘ଦାଦା ସାହେବ ଫାଲକେ’ ସମ୍ମାନରେ ସମ୍ମାନିତ ହେବେ ଅମିତାଭ ବଚ୍ଚନ

ମୁମ୍ବାଇ: ବଲିଉଡ ଜଗତର ଦିବଙ୍ଗତ କଳାକାର ସୁପରଷ୍ଟାର ଅମିତାଭ ବଚ୍ଚନ ଚଳଚ୍ଚିତ୍ର ଜଗତର ଶ୍ରେଷ୍ଠ ସମ୍ମାନ ‘ଦାଦା ସାହେବ ଫାଲକେ’ ସମ୍ମାନରେ ସମ୍ମାନିତ ହେବାକୁ ଯାଉଛନ୍ତି ।

ଏହି ଲେଜେଣ୍ଡାରୀ ଅଭିନେତାଙ୍କୁ ‘ଦାଦା ସାହେବ ଫାଲକେ’ ଭଳି ଏକ ସମ୍ମାନରେ ସମ୍ମାନିତ କରାଯିବାକୁ ଥିବା ‘ସୂଚନା ଓ ପ୍ରସାରଣ ମନ୍ତ୍ରୀ’ ପ୍ରକାଶ ଜାଭେଦକର ମଙ୍ଗଳବାର ଦିନ ନିଜ ଟ୍ୱିଟର ପୃଷ୍ଠାରେ ସେୟାର କରିଛନ୍ତି ।

୧୯୬୯ ମସିହାରେ ‘ସାତ ହିନ୍ଦୁସ୍ତାନୀ’ ଚଳଚ୍ଚିତ୍ର ମାଧ୍ୟମରେ ବଲିଉଡରେ ପଦ ରଖିଥିବା ବିଗ ବି ୧୦୦ରୁ ଉର୍ଦ୍ଧ୍ବ ଚଳଚ୍ଚିତ୍ରରେ ନିଜ ଯାଦୁ ଦେଖାଇଛନ୍ତି ।

Leave A Reply

Your email address will not be published.