ପୁରୀ: ମଙ୍ଗଳବାର ଭାଦ୍ରବ ଶୁକ୍ଳ ଚତୁର୍ଦଶୀ ତିଥି ଅବସରରେ ସନ୍ଧ୍ୟା ଧୂପ ବଢ଼ିବାପରେ ଶ୍ରୀ ଅନନ୍ତ ଦେବଙ୍କ ପାଖରେ (ମୁକ୍ତି ମଣ୍ଡପ ନିକଟ ) ଅନନ୍ତ ଚତୁର୍ଦ୍ଦଶୀ ନୀତି ହୋଇଥାଏ । ଯୋଗଣିଆ, ମହାସ୍ନାନ ପାଇଁ ଆବଶ୍ୟକ ଜିନିଷମାନ ଯଥା ମହୁ,ଘିଅ,ଗୁଡ଼,କ୍ଷୀର, ଓ ଦହି ଏହି ପଞ୍ଚାମୃତ ପୂଜାପଣ୍ଡା ସାମନ୍ତଙ୍କୁ ଯୋଗାଇଲାପରେ ଅନନ୍ତ ମହାପ୍ରଭୁଙ୍କ ମହାସ୍ନାନ ବଢ଼ାଇ ଭୋଗ ସାରିବାପରେ ଅନନ୍ତଵ୍ରତ କଥା ପାଠ କରିଥିଲେ । ଏହାପରେ ଅନନ୍ତ ନାରାୟଣ ଦେବଙ୍କୁ ଯଥାରୀତି ଭୋଗ ଅର୍ପଣ ପରେ ବନ୍ଦାପନା ନୀତି ଅନୁଷ୍ଠିତ ହୋଇ ନୀତି ପାଳିତ ହୋଇଥିଲା ।
BREAKING NEWS
- ନର୍ସରୀ ରାଇମ୍ ମାଧ୍ୟମରେ ୨୦୨୬ ବଜେଟକୁ କଟାକ୍ଷ କଲେ ମମତା
- ଜୋକୋଭିଚଙ୍କୁ ହରାଇ ଅଷ୍ଟ୍ରେଲିଆନ ଓପନ ଟେନିସ ଟାଇଟଲ ହାସଲ କଲେ ଆଲକାରଜ
- ବଜେଟରେ ନିର୍ମଳା ସୀତାରମଣଙ୍କ ଶାଢ଼ି ସ୍ୱାଗ୍, ପ୍ରତ୍ୟେକ ଥର ଏକ ଭିନ୍ନ ଶୈଳୀ ଆସନ୍ତି ନଜର…
- ନନ୍ଦନକାନନରେ କୁମ୍ଭୀର ମୃତ; ୮ ଦିନରେ ୫…
- Development Projects In Subarnapur: ସୁବର୍ଣ୍ଣପୁର ପାଇଁ ମୁଖ୍ୟମନ୍ତ୍ରୀଙ୍କ ୬୩୩ କୋଟିର ପ୍ରକଳ୍ପ ଘୋଷଣା,ଓପନ୍ ଏୟାର ଥିଏଟର ପାଇଁ ୧୧.୨୩ କୋଟି
- Union Budget 2026: ଟିକସ ସ୍ଲାବରେ ମଧ୍ୟବିତ୍ତ ବର୍ଗଙ୍କ ପାଇଁ କଣ ରହିଛି…
- ଝାରଖଣ୍ଡ ନିକଟରୁ ୪ ୱିକେଟରେ ହାରିଲା ଓଡିଶା
- Union Budget 2026: ବଜେଟ ସବୁ ବର୍ଗ ପାଇଁ ସହାୟକ: ମୁଖ୍ୟମନ୍ତ୍ରୀ
- Budget 2026: ୧୫ ହଜାର ସ୍କୁଲ ଏବଂ ୫୦୦ କଲେଜରେ ଖୋଲିବ କ୍ରିଏଟର ଲ୍ୟାବ୍; ଗେମିଂରେ ୧୦ ଲକ୍ଷ ନିଯୁକ୍ତି
- ପ୍ରତିରକ୍ଷା କ୍ଷେତ୍ର ପାଇଁ ବଡ଼ ଧରଣର ବ୍ୟୟବରାଦ ଘୋଷଣା କଲେ ସରକାର..
Comments are closed.