ମୁମ୍ବାଇ:ବିଶିଷ୍ଟ ଶିଳ୍ପପତି ତଥା ରିଲାଏନ୍ସ ଅନିଲ ଧିରୁଭାଇ ଅମ୍ବାନୀ ଗ୍ରୁପ ଅଧ୍ୟକ୍ଷ ଅନୀଲ ଅମ୍ବାନୀଙ୍କ ପରେ ଆଜି ଇଡିରେ ହାଜର ହୋଇଛନ୍ତି ପତ୍ନୀ ଟିନା ଅମ୍ବାନୀ । ଗତକାଲି ଇଡିରେ ହାଜର ହୋଇଥିଲେ ଅନୀଲ ଅମ୍ବାନୀ । ବିଦେଶୀ ମୁଦ୍ରା ବିନିୟନ ନିୟମ ଉଲ୍ଲଘଂନ ଅଭିଯୋଗରେ ଟିନା ଆଜି ଉଭୟେ ଇଡି କାର୍ଯ୍ୟାଳୟରେ ହାଜର ହୋଇଥିବା ଜଣାଯାଇଛି ।
BREAKING NEWS
- Digital Arrest:ଡିଜିଟାଲ୍ ଆରେଷ୍ଟ ନାଁରେ ମହିଳାଙ୍କ ଠାରୁ ୨ ଲକ୍ଷ ଟଙ୍କା ଲୁଟ୍ ; ଯୁବକ ଗିରଫ
- Bangladesh Tensions: ନିର୍ବାଚନ ପୂର୍ବରୁ ବାଂଲାଦେଶରେ ଉତ୍ତେଜନା ବୃଦ୍ଧି ; ଭାରତ କୂଟନୀତିଜ୍ଞଙ୍କ ପରିବାରକୁ ଫେରି ଆସିବାକୁ କହିଲା
- ଯୁବତୀଙ୍କୁ ଅପହରଣ ଓ ମୁଣ୍ଡଜାମିନ ଘଟଣାରେ ଯୁବକ ଗିରଫ
- Ama Bus:ମହିଳା ଚଲାଇବେ ‘ଆମ ବସ୍’, ତାଲିମ୍ ପାଇଁ ପୁନେ ଯିବେ
- ଧର୍ମଶାଳାରେ ସାଇବର ଠକେଇ ଅଭିଯୋଗ; ୩ ଅଟକ, ମୁଖ୍ୟ ଅଭିଯୁକ୍ତ ଫେରାର
- ଓଡ଼ିଶା ଏବଂ ମେଘାଳୟ ସରକାରଙ୍କ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ;ମୁଖ୍ୟ ଉଦ୍ଦେଶ୍ୟ ପ୍ରାଥମିକ ଶିଶୁ ବିକାଶ…
- ମମତା ବାନାର୍ଜୀଙ୍କ ଫୋର୍ଟ ୱିଲିୟମ ବୟାନ; ରାଜ୍ୟପାଳଙ୍କ ନିକଟରେ ଅଭିଯୋଗ କଲା ସେନା
- ଈଶାନ କିଶାନ ଖେଳିବା ନେଇ ସୂଚନା ଦେଲେ ସୂର୍ଯ୍ୟକୁମାର
- AIIMS New Delhi: ୧୩ ମାସରେ ହଜାରରୁ ଅଧିକ ରୋବୋଟିକ୍ ଅସ୍ତ୍ରୋପଚାର…ଦିଲ୍ଲୀ AIIMSର ଇତିହାସ ସୃଷ୍ଟି
- ଟ୍ରମ୍ପ ଆମେରିକାର ସବୁଠୁ ବଡ ଦୁର୍ନୀତିଗ୍ରସ୍ତ ରାଷ୍ଟ୍ରପତି; କାହିଁକି ଏଭଳି କହିଲେ ବ୍ରିଟିଶ ସାଂସଦ
Comments are closed.