Latest Odisha News

BREAKING NEWS

ରାଜ୍ୟରେ ଆଉ ୧୩୧ ଆକ୍ରାନ୍ତ ସୁସ୍ଥ, ମୋଟ ୪୪୨୨ ଆରୋଗ୍ୟ

ଭୁବନେଶ୍ୱର: ରାଜ୍ୟରେ ଆଜି ସକାଳେ ୨୧୮ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଅପରାହ୍ନରେ ୧୩୧ ଜଣ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆରୋଗ୍ୟ ସଂଖ୍ୟା ୪୪୨୨ରେ ପହଂଚିଛି ।

ଆଜି ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଗଂଜାମରୁ ୪୩, ପୁରୀର ୨୮, ଖୋର୍ଧାର ୨୧, କନ୍ଧମାଳର ୧୨, ଜଗତସିଂପୁରର ୭, ନବରଙ୍ଗପୁରର ୬, କେନ୍ଦ୍ରାପଡାର ୫, ବାଲେଶ୍ୱର ଓ କଟକର ୨ଜଣ ଲେଖାଏଁ ରହିଛନ୍ତି । ଏତତ୍ ବ୍ୟତୀତ ବରଗଡ, ବଲାଙ୍ଗୀର, ଝାରସୁଗୁଡା, କେନ୍ଦୁଝର ଓ ସୁନ୍ଦରଗଡର ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି ।

Leave A Reply

Your email address will not be published.