Latest Odisha News

ପ୍ରବାସୀ ଓଡ଼ିଆଙ୍କୁ ନେଇ ଆସୁଥିବା ଆଉ ଏକ ବସ ଦୁର୍ଘଟଣାଗସ୍ତ; ଚାଳକ ମୃତ

ଟାଙ୍ଗୀ: ହାଇଦ୍ରାବାଦରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ଖୋର୍ଦ୍ଧା ଆସୁଥିବା ଏକ ବସ ସୋମବାର ବିଳମ୍ବିତ ରାତିରେ ଦୁର୍ଘଟଣା ଗସ୍ତ ହୋଇଛି ।

ମିଳିଥିବା ସୂଚନା ଅନୁସାରେ, ପ୍ରବାସୀ ଓଡ଼ିଆଙ୍କ ନେଇ ଫେରୁଥିବା ଏହି ବସଟି ୧୬ ନଂ ଜାତୀୟ ରାଜପଥର କୁହୁଡି ଛକ ନିକଟରେ ଏକ ଟ୍ରକ୍ ପଛରେ ଧକ୍କା ଦେଇଛି । ଏହି ଦୁର୍ଘଟଣାରେ ବସ୍ .ଚାଳକ କେ ଶ୍ରିକାନ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ଯାତ୍ରୀମାନେ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡିଛି

ବସ୍ ଟି ହାଇଦ୍ରାବାଦରୁ ପ୍ରବାସୀ ଓଡ଼ିଆଙ୍କୁ କୁ ଧରି ଖୋର୍ଦ୍ଧା ଆସୁଥିଲା।

Leave A Reply

Your email address will not be published.