Latest Odisha News

କଳିଙ୍ଗଘାଟିରେ ଦୁର୍ଘଟଣାଗସ୍ତ ହେଲା ପ୍ରବାସୀ ଓଡ଼ିଆଙ୍କୁ ସୁରତରୁ ନେଇ ଆସୁଥିବା ଆଉ ଏକ ବସ

ଫୁଲବାଣୀ: କନ୍ଧମାଳ ଜିଲ୍ଲାର କଳିଙ୍ଗ ଘାଟିରେ ଗତ ୨୪ ଘଣ୍ଟା ମଧ୍ୟରେ ମଧ୍ୟରେ ଦ୍ୱିତୀୟ ଥର ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି ୨ ଟି ବସ । ସୁରତରେ ଫସି ରହିଥିବା ଓଡ଼ିଆଙ୍କୁ ନେଇ ଫେରୁଥିବା ଆଉ ଏକ ବସ ରବିବାର ଦିନ ପାହାଡ ଅଞ୍ଚଳର ରାସ୍ତା କଡରେ ଥିବା ବ୍ୟାରିକେଡ୍ ଧକ୍କା ହୋଇଛି । ଏଥିରେ ତିନିଜଣ ଆହତ ହୋଇଥିବା ଜଣାପଡିଛି।

ଉଦ୍ଧାର କାର୍ଯ୍ୟ ଚାଲୁରହିଛି।

ଶନିବାର ଦିନ ସୁରତ ରୁ ପ୍ରବାସୀମାନଙ୍କୁ ନେଇ ଯାଉଥିବା ଏକ ବସ୍ ଦୁର୍ଘଟଣାର ସମ୍ମୁଖୀନ ହେବା ପରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଥିଲେ

Comments are closed.