Latest Odisha News

୨୦ ହଜାର ବର୍ଷ ତଳେ ପୂର୍ବ ଏସିଆରେ କରୋନା ତାଣ୍ଡବ ରଚିଥିଲା !

ସିଡନୀ: ଏବେ କରୋନା ମହାମାରୀ ସାରା ବିଶ୍ୱରେ ତାଣ୍ଡବ ରଚୁଛି । ତେବେ ଏହି ମହାମାରୀ ୨୦ ହଜାର ବର୍ଷ ତଳେ ପୂର୍ବ ଏସିଆରେ ତାର କରାଳ ରୂପ ଦେଖାଇ ସାରିଛି ବୋଲି ଅଷ୍ଟ୍ରେଲିଆ ଗବେଷକମାନେ ଦାବୀ କରିଛନ୍ତି । ସେ ସମୟର ଲୋକଙ୍କ ଡିଏନଏ ପରୀକ୍ଷା ବେଳେ ଏହି ତଥ୍ୟ ସମ୍ମୁଖକୁ ଆସିଛି ।

ଚୀନ, ଜାପାନ, କୋରିଆ ପ୍ରଭୃତି ଦେଶରେ ଏହି ମହାମାରୀ ବ୍ୟାପିଥିଲା ବୋଲି କ୍ୱିନ୍ସଲ୍ୟାଣ୍ଡ ୟୁନିଭରସିଟିର ଏକ ରିସର୍ଚ୍ଚ ଟିମ ଏହି ଦାବୀ କରିଛନ୍ତି । ଗବେଷକକିରିଲ ଆଲେକଜାଣ୍ଡ୍ରୋଭଙ୍କ ମତରେ ଔଷଧ ଏବଂ ଟୀକା ନ ଥିବାରୁ କାଳକ୍ରମେ ଏହି ଭାଇରସ ମନୁଷ୍ୟ ଶରୀର ସହ ଅଭ୍ୟସ୍ତ ହୋଇ ଯାଇଥିଲା ।

Leave A Reply

Your email address will not be published.