Latest Odisha News

[ଭିଡିଓ] ଭାଣିଜୀ ବାହାଘରରେ ଭାଙ୍ଗଡା ନାଚିଲେ ଅନୁପମ ଖେର୍

ମୁମ୍ବାଇ : ବଲିଉଡ୍ ଅଭିନେତା ଅନୁମପ ଖେର ନାଚିଲେ ଭାଙ୍ଗଡା । ଭାଇରାଲ ହେଲା ଭିଡିଓ । ଅନୁପମ ଖେରଙ୍କ ଭାଣିଜୀ ବୃନ୍ଦା ଖେରଙ୍କ ବାହାଘର ମୁମ୍ବାଇର ହୋଇଯାଇଛି । ଏହି ବାହାଘରରେ ଅନୁପମଙ୍କ ଭାଇ ରାଜୁ ଖେର , ସତୀଶ କୌଶିକ, ସିକେନ୍ଦର ଖେର୍ ଓ ଅନୁପମଙ୍କ ପୁରା ପରିବାର ଯୋଗଦେଇଥିଲେ । ହେଲେ ଅନୁପମଖେରଙ୍କ ଏକ ଭିଡିଓ ଏବେ ବେଶ୍ ଭାଇରାଲ ହେଉଛି ।

ଏହି ଭିଡିଓରେ ଅନପୁମ ଓ ତାଙ୍କ ଭାଇମାନେ ମିଶି ବୃନ୍ଦାଙ୍କ ବାରାତ୍ କୁ ସ୍ୱାଗତ କରୁଥିବା ଦେଖିବାକୁ ମିଳିଥିଲା । ପରେ ନିଜେ ବାରତ ସହ ଭାଙ୍ଗଡା ନାଚିଥିଲେ । ଏହି ଭିଡିଓକୁ ଅନୁପମ ଖେର୍ ନିଜ ଇଷ୍ଟାଗ୍ରାମ ପେଜରେ ସେୟାର କରିଛନ୍ତି । ଏଥିରେ ଅନୁପମଙ୍କ ଭାଙ୍ଗଡାକୁ ଖୁବ୍ ପସନ୍ଦ କରିଛନ୍ତି ଫ୍ୟାନ ମାନେ । ତା ସହ ନିଜ ଭାଣିଜୀଙ୍କ ଛୋଟ ବେଳର ଫଟୋ ସେୟାର କରି ଇମୋସ୍ନାଲ ହେଇଯାଇଥିଲେ ଅନୁପମ…

https://www.instagram.com/tv/CX8wZVhlNCD/?utm_source=ig_web_copy_link

 

Comments are closed.