ମୁମ୍ବାଇ: କ୍ରୁଜ ଡ୍ରଗ୍ସ କେସରେ ଧରା ପଡିଥିବା ଶାହାରୁଖ ଖାଁଙ୍କ ପୁତ୍ର ଆର୍ଯ୍ୟନ ଖାଁ ଆଜି ଏନସିବି ବିରୋଧରେ ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି ହ୍ୱାଟ୍ସଆପ ଚାଟକୁ ଏନସିବି ଭୁଲ ଭାବେ ବ୍ୟାଖ୍ୟା କରୁଛି । ମୋତେ ଏହି ମାମଲାରେ ଫସାଇବାକୁ ଚେଷ୍ଟା କରାଯାଉଛି ବୋଲି ସେ କହିଛନ୍ତି । ଚଢ଼ାଉ ବେଳେ ମୋ ନିକଟରୁ କୌଣସି ଡ୍ରଗ୍ସ ମିଳି ନ ଥିଲା । ସେହିପରି ଅର୍ବାଜ ମର୍ଚ୍ଚାଂଟ ଓ ଅଚିତ କୁମାରଙ୍କ ବ୍ୟତୀତ ଅନ୍ୟ କାହାକୁ ଜାଣନ୍ତି ନାହିଁ ।
ଆର୍ଯ୍ୟନ ଏବଂ ସେ ସମ୍ପୃକ୍ତ ଥିବା ଡ୍ରଗ୍ସ ମାମଲାରେ ସ୍ପେଶାଲ କୋର୍ଟ ଆଗାମୀ ୨୬ରେ ଶୁଣାଣୀ କରିବ । ଏନସିବି ଏ ପର୍ଯ୍ୟନ୍ତ ଏହି ମାମଲାରେ ୨୦ ଜଣଙ୍କୁ ଗିରଫ କରିଛି ।
Comments are closed.