ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ସୋରରେ ଅଭାବନୀୟ ଘଟଣା । ମନ୍ଦିର ଭିତରେ ପୂଜକଙ୍କୁ ମରଣାନ୍ତକ ଆକ୍ରମଣ । ମନ୍ଦିର ପରିସରରେ ଜଣେ ଯୁବକ ପୂଜାରି କମଳା ପଣ୍ଡାଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଥିବା ଜଣାପଡ଼ିଛି । ସଂପୃକ୍ତ ଯୁବକଙ୍କୁ ସ୍ଥାନୀୟ ଲୋକେ କାବୁ କରି ପୋଲିସର ଜିମା ଦେଇଛନ୍ତି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଲାଗି ରହିଥିବା ବେଳେ ଆକ୍ରାମଣର କାରଣ ଅସ୍ପଷ୍ଟ ରହିଛି ।
BREAKING NEWS
- ଚାପରେ ଗମ୍ଭୀରଙ୍କ ଟିମ, ହାତ ଛାଡିବେ ସହକାରୀ କୋଚ
- ମୁମ୍ବାଇ ତାଜ୍ ହୋଟେଲକୁ ପୁଣି ବୋମା ଧମକ, ବଢିଲା ସୁରକ୍ଷା ବ୍ୟବସ୍ଥା…
- ଗୋ ମୂତ୍ର ପିଆଇଲେ, କଳା ଯାଦୁ କଲେ; ନେତାଙ୍କ ବିରୋଧରେ ବୋହୂ ଆଣିଲେ ସଙ୍ଗୀନ ଅଭିଯୋଗ
- ଇସ୍କନ ସ୍ପଷ୍ଟୀକରଣର କଡ଼ା ଜବାବ ରଖିଲେ ଗଜପତି ମହାରାଜା
- Girnar Hill: ପରିବାର ସହ ମନ୍ଦିରକୁ ଯାଉଥିବା ବେଳେ ୧୧ ବର୍ଷୀୟ ବାଳକକୁ ଟାଣି ନେଇଗଲା ସିଂହ
- ହ୍ରାସ ପାଉଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର: ବନ୍ଦ ହେଲା ଆଉ ଗୋଟିଏ ସ୍ଲୁଇସ୍ ଗେଟ୍
- କେବଳ ୭୫୦ ମିଲିଲିଟର କାହିଁକି ହୋଇଥାଏ ଏକ ଓ୍ବାଇନ ବୋତଲ? କାହିଁକି ସମାନ ଆକାର ଅନୁସରଣ କରେ ସାରା ବିଶ୍ୱ..
- ନାବାଳିକାଙ୍କୁ ଅପହରଣ ପରେ ଗଣଦୁଷ୍କର୍ମ, ୫ ଅଟକ
- Prabhat Biswal Joins BJP:ପଦ୍ମ ଧରିଲେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ
- ବଙ୍ଗୋପସାଗରରେ ଭୂମିକମ୍ପ ଝଟକା, ତୀବ୍ରତା ୪.୫…
Comments are closed.