ମୋହନ ଦାସ
ମୋହନ ଦାସ
ଅମରେନ୍ଦ୍ର ମାଧବ ଦାଶ
ତମ ପାଖରେ ନ ଥିଲା ଅସ୍ତ୍ରଶସ୍ତ୍ର
ସାଥୀରେ ନଥିଲା ବି ସୁରକ୍ଷା ବଳୟ
ତଥାପି ସେମାନେ ଥିଲେ (ଅସହଜ) ଭୟଭୀତ
ଆତଙ୍କରେ ଥିଲେ ଜଡ଼ସଡ଼...
କାହିଁକି କେଜାଣି ?
ଅନେକ ସମୟ ସେମାନେ
ଅନ୍ଧାରରେ ଖୋଜୁଥିଲେ
ତମ ଗୋଲଗୋଲ ଚଷମା
କାଳେ ପଢ଼ି ପାରିବେ ତା’…