Latest Odisha News

ଭୀଷଣ ନିଆଁରେ ୨୨ କାର ପାଉଁଶ; ଜଳିଗଲେ ୩

ନୂଆଦିଲ୍ଲୀ: ଗୁରୁବାର ସନ୍ଧ୍ୟାରେ ଦିଲ୍ଲୀର ଆଲିପୁରର ଅଞ୍ଚଳରେ ଥିବା ଏକ ରାସାୟନିକ ଗୋଦାମରେ ନିଆଁ ଲାଗିଯାଇଥିବାର ଖବର ସାମ୍ନାକୁ ଆସିଛି। ଏହି ବିସ୍ଫୋରଣ ଏତେ ଭୟଙ୍କର ରହିଥିଲା ଯେ ନିକଟରେ ଥିବା ଜନବସତି ଅଞ୍ଚଳକୁ ନିଆଁ ବ୍ୟାପି ଯାଇଥିଲା। ସଦ୍ୟ ପ୍ରାପ୍ତ ସୂଚନା ଅନୁଯାୟୀ ଏହି…

ହଲଦ୍ୱାନୀ ହିଂସା: ମାଷ୍ଟରମାଇଣ୍ଡ ଅବ୍ଦୁଲ ମଲିକ ବିରୋଧରେ ଲୁକଆଉଟ ନୋଟିସ ଜାରି

ନୂଆଦିଲ୍ଲୀ: ହଲଦ୍ୱାନୀ ହିଂସା ମାଷ୍ଟରମାଇଣ୍ଡ ଅବଦୁଲ ମଲିକ ଏବଂ ତାଙ୍କ ପୁଅ ଅବଦୁଲ ମୋଇଦ ବିଦେଶ ଛାଡି ପଳାଇବାର ସମ୍ଭାବନାକୁ ନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଉଭୟଙ୍କ ବିରୋଧରେ ଲୁକ ଆଉଟ ନୋଟିସ ଜାରି କରିଛି। ବର୍ତ୍ତମାନ ମଲିକ ଏବଂ ମୋଇଦ ମଧ୍ୟ ଦେଶ ତଥା ବିଦେଶରେ ସୁରକ୍ଷା ଏଜେନ୍ସିର…

ବଢିଲା ମହୁଆଙ୍କ ଅଡ଼ୁଆ, ଜେରା ପାଇଁ ୧୯ରେ ହାଜର ପାଇଁ ଡାକରା

ନୂଆଦିଲ୍ଲୀ: ବୈଦେଶିକ ମୁଦ୍ରା କାରବାର ମାମଲାରେ ତୃଣମୂଳ କଂଗ୍ରେସ ନେତା ତଥା ପୂର୍ବତନ ସାଂସଦ ମହୁଆ ମୋଇତ୍ରଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଡକାଯାଇଛି। ଫେବୃଆରୀ ୧୯ରେ ଇଡି ପଚରାଉଚରା ପାଇଁ ମହୁଆଙ୍କୁ ସମନ ଜାରି କରିଛି। ସୂଚନାଯୋଗ୍ୟ ଯେ, ମହୁଆ ମୋଇତ୍ରଙ୍କୁ ଟଙ୍କା ନେଇ ସଂସଦରେ…

ସରିଲା ରିମାଣ୍ଡ, ଜେଲ ଗଲେ ହେମନ୍ତ

ରାଞ୍ଚି: ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଝାଡଖଣ୍ଡ ମୁକ୍ତି ମୋର୍ଚାର କାର୍ଯ୍ୟରତ ସଭାପତି ହେମନ୍ତ ସୋରେନଙ୍କ ଇଡି ରିମାଣ୍ଡ ଆଜି ଅର୍ଥାତ୍ ଗୁରୁବାର ଶେଷ ହୋଇଛି। ଏହା ପରେ ତାଙ୍କୁ ରାଞ୍ଚିରେ ଅବସ୍ଥିତ ବିର୍ସା ମୁଣ୍ଡା ସେଣ୍ଟ୍ରାଲ ଜେଲକୁ ପଠାଯାଇଛି। ଏହାପୂର୍ବରୁ ତାଙ୍କୁ ଫେବୃଆରୀ…

ଏହି ୫ ପ୍ରକାର ନେଣଦେଣ ଉପରେ ଆସିପାରେ ଆୟକର ନୋଟିସ, ଜାଣନ୍ତୁ ପୂରା ଡିଟେଲ୍ସ

ନୂଆଦିଲ୍ଲୀ: ଦେଶରେ ଡିଜିଟାଲ ପେମେଣ୍ଟର ବ୍ୟବହାର ବହୁମାତ୍ରାରେ ବୃଦ୍ଧି ପାଇଛି କିନ୍ତୁ ତଥାପି ଅନେକ ଲୋକ ନଗଦ ଅର୍ଥ କାରବାର କରିବାରେ ବିଶ୍ୱାସ ରଖୁଛନ୍ତି। ଏହାର ମୁଖ୍ୟ କାରଣ ହେଉଛି ଦେଶର ଅଧିକାଂଶ ପରିବାର ପୁରୁଣା ପଦ୍ଧତି ଉପରେ ନିର୍ଭର କରନ୍ତି ଯେପରିକି ଘରେ ଅଧିକ ନଗଦ ରଖିବା, ନଗଦ…

ପେଟିଏମ ପରେ ଭିସା-ମାଷ୍ଟର କାର୍ଡକୁ ବଡ଼ ଝଟକା ଦେଲା RBI

ନୂଆଦିଲ୍ଲୀ: ପେଟିଏମ୍ ପେମେଣ୍ଟ ବ୍ୟାଙ୍କ ବିରୋଧରେ ପଦକ୍ଷେପ ନେବା ପରେ ରିଜର୍ଭ ବ୍ୟାଙ୍କ ଆଉ ଏକ ବଡ ନିଷ୍ପତ୍ତି ନେଇଛି। RBI କ୍ରମରେ ଭିସା ଏବଂ ମାଷ୍ଟରକାର୍ଡ ନେଟୱାର୍କକୁ ଛୋଟ ଉଦ୍ୟୋଗ ଦ୍ୱାରା କରାଯାଇଥିବା କାର୍ଡ ଭିତ୍ତିକ ବ୍ୟବସାୟିକ ଦେୟ ବନ୍ଦ କରିବାକୁ କୁହାଯାଇଛି। ଇକୋନୋମିକ୍…

ଦୁବାଇର ପ୍ରଥମ ହିନ୍ଦୁ ମନ୍ଦିରରେ ପହଞ୍ଚିଲେ ଖିଲାଡ଼ି କୁମାର

ନୂଆଦିଲ୍ଲୀ: ଦୁବାଇରେ ଲୋକାର୍ପିତ ହୋଇଥିବା ପ୍ରଥମ ହିନ୍ଦୁ ମନ୍ଦିରରେ ପହଞ୍ଚିଲେ ବଲିଉଡର ଖିଲାଡି କୁମାର। ଅକ୍ଷୟ କୁମାର ବୁଧବାର ଦିନ ଆବୁଧାବିରେ ପହଞ୍ଚି ବୋଚାସନବାସୀ ଅକ୍ଷର ପୁରୁଷୋତ୍ତମ ସ୍ୱାମିନାରାୟଣ ସନ୍ଥା (BAPS) ହିନ୍ଦୁ ମନ୍ଦିରର ଉଦଘାଟନୀ ଉତ୍ସବରେ ଯୋଗ ଦେଇଥିଲେ। ଏହି ସମୟର ଏକ…

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ ହେଲା ସମ୍ ହସ୍ପିଟାଲର ନୂଆ କ୍ୟାମ୍ପସ

ଭୁବନେଶ୍ୱର: ଦକ୍ଷିଣ ଓଡିଶାର ଜନସାଧାରଣଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ପ୍ରଦାନ କରିବାର ଲକ୍ଷ୍ୟ ନେଇ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ସ୍ଥାପିତ ହୋଇଥିବା ସମ୍ ହସ୍ପିଟାଲର ଶିତଳାପଲ୍ଲୀ କ୍ୟାମ୍ପସ୍‌କୁ ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଛନ୍ତି। ଦୀର୍ଘ ୧୯ ବର୍ଷରୁ…

କେଜରିୱାଲଙ୍କୁ ଷଷ୍ଠ ଥର ପାଇଁ ସମନ ଜାରି

ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନିତୀ ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଷଷ୍ଠ ଥର ପାଇଁ ସମନ ଜାରି କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଇଡ଼ି। ଷଷ୍ଠ ଥର ପାଇଁ ସମନ ଜାରି ଆସନ୍ତା ୧୯ ତାରିଖରେ ହାଜର ହେବାକୁ କହିଛି ଇଡ଼ି। ଏହା ପୂର୍ବରୁ ୫ଥର ସମନ ଜାରି ହୋଇଥିଲା। ଯାହାକୁ…

ଫେରିଲେ ସିନ୍ଧୁ, ଚୀନକୁ ହରାଇଲା ଭାରତ

ନୂଆଦିଲ୍ଲୀ: ଆହତ କାରଣରୁ ଚାରି ମାସ ପରେ ଷ୍ଟାର ବ୍ୟାଡମିଣ୍ଟନ ଖେଳାଳି ପି.ଭି ସିନ୍ଧୁ ଏକ ଚମତ୍କାର ପ୍ରତ୍ୟାବର୍ତ୍ତନ କରିଛନ୍ତି। ବୁଧବାର ଦିନ ବ୍ୟାଡମିଣ୍ଟନ ଏସିଆ ଟିମ୍ ଚାମ୍ପିଅନସିପ୍ (BATC) ର ମହିଳା ଇଭେଣ୍ଟରେ ଭାରତ ଶକ୍ତିଶାଳୀ ଚୀନ୍ ଦଳକୁ ୩-୨ରେ ପରାସ୍ତ କରିଛି। ସିନ୍ଧୁ ଏକ ବିଜୟରୁ…