Latest Odisha News

BREAKING NEWS

ବିଜେପିରେ ଯୋଗଦେଲେ ବିଜେଡ଼ିର ଅନେକ ତୃଣମୂଳ ନେତା

ଭୁବନେଶ୍ୱର: ରାଜ୍ୟରେ ପଂଚାୟତରାଜ ବ୍ୟବସ୍ଥା ସଂପୂର୍ଣ୍ଣ ଭୁଶୁଡ଼ି ପଡିଛି। ନିର୍ବାଚିତ ଜନପ୍ରତିନିଧିଙ୍କ କ୍ଷମତାକୁ ହତ୍ୟା କରାଯାଇ ନିର୍ଦ୍ଦିଷ୍ଟ କିଛି ଅଫିସରମାନଙ୍କ ହାତକୁ କ୍ଷମତାଶୀଳ କରାଯାଇଛି। ଗ୍ରାମସଭା ଓ ପଲ୍ଲୀସଭାକୁ ବନ୍ଦ କରିଦିଆଯାଇଥିବା କାରଣରୁ ଲୋକଙ୍କ ସମସ୍ୟାର ସମାଧାନ…

ଜୟଦେବ ଆସନ: ତିନି ଦଳରେ ଚେହେରା ଅନେକ, ବିଜୟୀ ସମ୍ଭାବନାକୁ ନେଇ ଦ୍ବନ୍ଦ୍ବ

ଭୁବନେଶ୍ୱର: ରାଜଧାନୀରେ ଜୟଦେବ ବିଧାନସଭା ଆସନରେ ପ୍ରାର୍ଥୀଙ୍କୁ ନେଇ ଚିତ୍ର ସ୍ପଷ୍ଟ ହୋଇପାରୁନି। ପ୍ରାର୍ଥୀଙ୍କୁ ନେଇ ଏବେ ତିନି ଦଳ ଭିତରେ ଦ୍ୱନ୍ଦ୍ୱ ଲାଗି ରହିଛି। କିଏ ପ୍ରାର୍ଥୀ ହେବ ସେ ନେଇ ନେତା ଓ କର୍ମୀଙ୍କ ମଧ୍ୟରେ ଦ୍ୱନ୍ଦ୍ୱାତ୍ମକ ପରିସ୍ଥିତି ସୃଷ୍ଟି ହୋଇଛି। ବିଜେଡି ପାଇଁ ୬…

ବଢୁଛି ନିର୍ବାଚନୀ ଖର୍ଚ୍ଚ, ଜାଣନ୍ତୁ ପ୍ରତି ଭୋଟରଙ୍କ ପିଛା ହୋଇଥାଏ କେତେ ଟଙ୍କା ଖର୍ଚ୍ଚ

ନୂଆଦିଲ୍ଲୀ: ନିର୍ବାଚନ ସମୟରେ ରାଜନୈତିକ ଦଳ ଜଳ ପରି ଟଙ୍କା ଖର୍ଚ୍ଚ କରନ୍ତି। ଗତ ଲୋକସଭା ନିର୍ବାଚନ ପରି ଏଥର ମଧ୍ୟ ଭାରତର ନିର୍ବାଚନ ସମଗ୍ର ବିଶ୍ୱର ସବୁଠୁ ମହଙ୍ଗା ହେବାକୁ ଯାଉଛି। ଚଳିତ ବର୍ଷର ଲୋକସଭା ନିର୍ବାଚନରେ ​​୯୭ କୋଟିରୁ ଅଧିକ ଭୋଟର ଅଂଶଗ୍ରହଣ କରିବେ। ଭୋଟରଙ୍କ ସଂଖ୍ୟା…

୧୦ ବର୍ଷରେ ଘଟିଥିଲା ନେହରୁଙ୍କ ଲୋକପ୍ରିୟତା

ନୂଆଦିଲ୍ଲୀ: ଯେତେବେଳେ ଦେଶର ଦ୍ୱିତୀୟ ଲୋକସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇଥିଲା, ସେତେବେଳେ କଂଗ୍ରେସର ଲୋକପ୍ରିୟତା ଧିରେଧିରେ ହ୍ରାସ ପାଉଥିବା ଦେଖାଯାଇଥିଲା। ଦଶ ବର୍ଷର ଶାସନ ପରେ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କ ଲୋକପ୍ରିୟତା ହ୍ରାସ ପାଇବାରେ ଲାଗିଲା। ୧୯୫୭ରେ ଅନୁଷ୍ଠିତ…

ବୌଦ୍ଧ ପୋଲିସର ମୁଣ୍ଡ ବିନ୍ଧାଉଛି ଗଞ୍ଜେଇ ଚୋରାଚାଲାଣ, ମାଟି ଖୋଳି କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ଗଞ୍ଜେଇ ଜବତ

ବୌଦ୍ଧ: ଏକ ଟନରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ କରିଛି ବୌଦ୍ଧ ପୋଲିସ। ବୌଦ୍ଧ ପୋଲିସ ଦ୍ଵାରା ବଘିଆପଡ଼ା ଫାଣ୍ଡି ପେଞ୍ଜାବାଲି ଗ୍ରାମ୍ୟା ଜଙ୍ଗରୁ ବାହାରକୁ ଚାଲାଣ୍ଡ ପାଇଁ ରଖାଯାଇଥିବା ୧୦୭୮ କେଜି ଗଞ୍ଜେଇ ଜବତ କରାଯାଇଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ଏକ କୋଟି ୭ ଲକ୍ଷ ୮୦ ହାଜର ଟଙ୍କା ବୋଲି…

ସମ୍ବଲପୁରରେ ବୋମାମାଡ଼, ଦୁଇ ଆହତ

ସମ୍ବଲପୁର: ଆଜି ସନ୍ଧ୍ୟାରେ ସମ୍ବଲପୁର ପୀରବାବା ଛକରେ ବୋମାମାଡ଼ ହୋଇଥିବା ସୂଚନା ରହିଛି। ଏହି ଘଟଣାରେ ଦୁଇଜଣ ଆହତ ହୋଇ ଚିକିତ୍ସାଧନ ରହିଛନ୍ତି। ତେବେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ପୋଲିସ। ଏକ ବୁଲେଟ ଉପରେ ଏହି ବୋମାମାଡ଼ ହୋଇଥିବା ସୂଚନା ରହିଛି। ମିଳିଥିବା ସୂଚନା ଅନୁଯାୟୀ…

ମାତ୍ର ଜଣେ ସ୍ୱାଧୀନ ପ୍ରାର୍ଥୀ ବିଜୟ ହାସଲ କରି ଲେଖିଥିଲେ ଇତିହାସ

ନୂଆଦିଲ୍ଲୀ: ଆଗାମୀ ନିର୍ବାଚନକୁ ନେଇ ଦେଶର ସବୁ ସ୍ଥାନରେ ଏବେ ଆଲୋଚନା ଜୋର ଧରିଛି। ଲୋକସଭା ନିର୍ବାଚନର ତାରିଖ ଘୋଷଣା ହେବା ସହିତ ରାଜନୈତିକ କାର୍ଯ୍ୟକଳାପ ମଧ୍ୟ ବୃଦ୍ଧି ପାଇଛି। କେନ୍ଦ୍ରରେ ଶାସକ ବିଜେପି ଲୋକସଭା ନିର୍ବାଚନ ପାଇଁ ଅଧିକାଂଶ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଅନ୍ୟପକ୍ଷରେ…

ହୋଲି ପରେ ବିଜେଡି ଟିକେଟ, ବିଜେପିରେ ଅସନ୍ତୋଷ !

ଭୁବନେଶ୍ୱର: ବିଜେପିର ପ୍ରାର୍ଥୀ ଘୋଷଣା ପରେ କିଛି ସ୍ଥାନରେ ବିରୋଧ ଆରମ୍ଭ ହୋଇଛି। ବାଲେଶ୍ୱରରୁ ପ୍ରତାପ ଷଡଙ୍ଗୀଙ୍କୁ ଲୋକସଭା ପ୍ରାର୍ଥୀ କରାଯାଇଛି। ସେଠାରୁ ଖାରବେଳ ସ୍ୱାଇଁ ଆଶାୟୀ ଥିବା ବେଳେ ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ଟିକେଟ ମିଳିବା ଯୋଗୁ ସେ ଖୋଲା ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସେ…

କେନ୍ଦୁଝରରେ ନିଯୁକ୍ତି ଓ ରୋଜଗାର ଯୋଗାଇବ ବିଜେପି ସରକାର: ବିଜେପି ଯୁବମୋର୍ଚ୍ଚା

କେନ୍ଦୁଝର: ଜିଲ୍ଲା ପକ୍ଷରୁ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ସବୀର ଦାଶ ଙ୍କ ଅଧ୍ୟକ୍ଷତାରେ ଆଜି ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଜିଲ୍ଲା ଯୁବମୋର୍ଚ୍ଚା ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇ ଯାଇଅଛି। ଏହି ବୈଠକରେ ଜିଲ୍ଲା ବିଜେପି ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମା ଙ୍କ ସମେତ ପୂର୍ବତନ ସାଂସଦ…

ଦଳୀୟ ଟିକଟ ମିଳିଲାନି ବୋଲି ବିଷ ଖାଇଲେ ଆଶାୟୀ

ଚେନ୍ନାଇ:ଆଗାମୀ ନିର୍ବାଚନ ପାଇଁ ଦଳୀୟ ଟିକେଟ ନ ମିଳିବାରୁ ଜଣେ ଆଶାୟୀ ସାଂସଦ ବିଷ ପିଇ ଦେଇଥିବା ଜଣାପଡ଼ିଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଥିବା ନେଇ ସୂଚନା ରହିଛି। ତେବେ ବିଷ ପିଇଥିବା ଆଶାୟୀ ଜଣକ ହେଉଛନ୍ତି ଏମଡିଏମକେର ସାଂସଦ ଗଣେଶମୂର୍ତ୍ତି। ଗଣେଶ ରବିବାର ଦିନ ବିଷ…