ଜ୍ୟୋଷ୍ଠା ଭାଗ
ଜ୍ୟୋଷ୍ଠା ଭାଗ
ଅଞ୍ଜଳି ସାହୁ
ଦୁନିଆରେ ଏତେ ବେଉସା ଥାଉ ଥାଉ ବାବୁ ଚାଚା କାହିଁକି ଏଭଳି ଗୋଟେ ବେଉସାକୁ ଆପଣେଇ ବସିଲେ କେଜାଣି? କେତେ କାହା ମନରେ ଏ ପ୍ରଶ୍ନ ବେଳ ଅବେଳରେ ଉଠି ପୁଣି ମିଳେଇଯାଏ ପବନରେ କି ଆକାଶରେ ସତେ କି! କେହି କେହି ତାଙ୍କର ଏତେ ବଡ଼ ଅବିଭାଜିତ ଯୌଥ ପରିବାରକୁ ନେଇ ଛକ…