ଭିଜୁଛି ବର୍ଷାରେ, ତମ ସ୍ମୃତିରେ…
ଭିଜୁଛି ବର୍ଷାରେ, ତମ ସ୍ମୃତିରେ...
ଅନୁପ ରଂଜନ ଧନୀ
କେବେ ତୁମେ ସପ୍ତରଙ୍ଗୀ ଇନ୍ଦ୍ରଧନୁ ପରି ଅବର୍ଣ୍ଣନୀୟ,
ତ କେବେ ପୁଣି, ପ୍ରିୟା ବିରହର ବୁକୁ ଚିରା ଲୁହ।
କେବେ ତୁମେ ଶୁଷ୍କ ଧରା ସବୁଜିମାର ହସ,
ତ କେବେ ପୁଣି, ସବୁ କିଛି ପାଇଯିବାର ଗାଢ଼ା ବିଶ୍ବାସ।
କେବେ ତୁମେ ବନ୍ୟା…