ତାରା ଓ କୃଷ୍ଣ ବୁଢ଼ା
ତାରା ଓ କୃଷ୍ଣ ବୁଢ଼ା
ବିଭାବତୀ ଦାଶ
ମୁଁ ସ୍କୁଲରେ ପଢ଼ୁଥାଏ ।
ଖରାଦିନିଆ ସଞ୍ଜରେ ଦୁଆରେ ଖଟିଆ ପକେଇ ବାପା ବସନ୍ତି । ମୁଁ ତାଙ୍କ ପାଖେ ଖଟିଆରେ ଗଡ଼ିଯାଏ । ଶୋଇ ଶୋଇ ଆକାଶକୁ ଦେଖେ । ତାରାଭର୍ତ୍ତି ଆକାଶ ଦେଖିବାକୁ ମୋତେ ଭାରି ଭଲଲାଗେ ।
ବାପା ସପ୍ତର୍ଷିମଣ୍ଡଳ ଚିହ୍ନେଇ ଦେଇଥିଲେ ।…