Latest Odisha News

BREAKING NEWS

୧୦୦ ବର୍ଷ ପରେ ସିଟି ଅଫ୍ ଲଭରେ ଅଲିମ୍ପିକ୍ସ

ବିଶ୍ୱ କ୍ରୀଡାର ମହାକୁମ୍ଭ ଅଲିମ୍ପିକ୍ସର ୩୩ତମ ସଂସ୍କରଣ ଫ୍ରାନ୍ସ ରାଜଧାନୀ ପ୍ୟାରିସରେ ଆଜି ଉଦଘାଟନ ହେବାକୁ ଯାଉଛି । ତୃତୀୟ ଥର ପାଇଁ ସିଟି ଅଫ୍ ଲଭ୍ ଆୟୋଜିତ କରୁଛି ଗ୍ରୀଷ୍ମକାଳିନ ଅଲିମ୍ପିକ କ୍ରୀଡା । ୧୯୦୦ ମସିହାରେ ଅଲିମ୍ପିକ୍ସର ଦ୍ୱିତୀୟ ସଂସ୍କରଣ ଆୟୋଜନ କରିଥିଲା ପ୍ୟାରିସ ।…

ଅଲିମ୍ପିକ୍ସର ୧୦୦ ମିଟର ସ୍ପ୍ରିଂଟ୍

ନୂଆଦିଲ୍ଲୀ: ଅଲିମ୍ପିକ ଆଥଲେଟିକ୍ସରେ ୧୦୦ ମିଟର ସ୍ପ୍ରିଂଟ୍ ଏକ ହାଇ ପ୍ରୋଫାଇଲ୍ ତଥା ଗ୍ଲାମରସ୍ ଇଭେଂଟ । ଅଲିମ୍ପିକ୍ସର ଦ୍ରୁତତମ ପୁରୁଷ ଓ ମହିଳା କିଏ ହେବ, ତାହା ଜାଣିବାକୁ ଉତ୍କଣ୍ଠାର ସହ ଅପେକ୍ଷା କରିଥାଆନ୍ତି କ୍ରୀଡାପ୍ରେମୀ । ୧୮୯୬ରେ ଆଥେନ୍ସରେ ଆୟୋଜିତ ଆଧୁନିକ ଅଲିମ୍ପିକ୍ସର ପ୍ରଥମ…

ଓଡିଶାରେ ବନ୍ଦ ହେବ କି ମଦ କାରବାର ?

ଭୁବନେଶ୍ବର: ଓଡିଶାରେ ମଦ କାରବାର ବନ୍ଦ ହେବ କି ? ଓଡିଶା ଭାରତର ଆଉ ଏକ ଡ୍ରାଏ ଷ୍ଟେଟ୍ ହେବ କି ? ରାଜ୍ୟରେ ମଦ ନିଷିଦ୍ଧ କରିବାକୁ ଯୋଜନା ହେଉଛି ବୋଲି କିଛି ଦିନ ତଳେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଥିବା ନେଇ ଖବର ଆସିଥିଲା। ଏ ବର୍ଷ ଅଗଷ୍ଟ…

ଟି-୨୦ ବିଶ୍ୱକପ ଫାଇନାଲରେ ଦକ୍ଷିଣ ଆଫ୍ରିକା, ଆଫଗାନିସ୍ତାନର ଡ୍ରିମ ରନ୍ ଶେଷ

ଅଷ୍ଟମ ପ୍ରୟାସରେ ସଫଳ ହୋଇଛି ଦକ୍ଷିଣ ଆଫ୍ରିକା । ଦିନିକିଆ ହେଉ କି ଟି-୨୦, ପ୍ରଥମ ଥର ପାଇଁ ଏକ ଆଇସିସି ବିଶ୍ୱକପ୍ ଫାଇନାଲରେ ପ୍ରବେଶ କରିଛି ଦକ୍ଷିଣ ଆଫ୍ରିକା । ଚଳିତ ଟି-୨୦ ବିଶ୍ୱକପ୍‌ର ପ୍ରଥମ ସେମିଫାଇନାଲରେ ଜିଆଂଟ୍ କିଲର୍ ଆଫଗାନିସ୍ତାନ ବିପକ୍ଷରେ ୯ ୱିକେଟରେ ଏକତରଫା ବିଜୟ ହାସଲ…

ବିରୋଧୀ ଦଳ ନେତା ଭାବେ ରାହୁଲ ଗାନ୍ଧୀଙ୍କ ପାଇଁ ନୂଆ ଆହ୍ୱାନ

ନୂଆଦିଲ୍ଲୀ: ଲୋକସଭାରେ ଏଥର ଅପେକ୍ଷାକୃତ ଦୁର୍ବଳ ବିଜେପିର ସାମନା କରିବାକୁ ପ୍ରସ୍ତୁତ କଂଗ୍ରେସ । ୯୯ ଆସନ ସହ କଂଗ୍ରେସ ଲୋକସଭାରେ ଦ୍ୱିତୀୟ ବଡ ଦଳ । ସାଧାରଣ ନିର୍ବାଚନରେ କଂଗ୍ରେସ ନେତୃତ୍ୱାଧିନ ଇଣ୍ଡିଆ ବ୍ଲକ୍ ବିଜେପିକୁ ଏକାକୀ ସଂଖ୍ୟାଗରିଷ୍ଠତା ହାସଲରୁ ରୋକିଥିଲା । ଏଥିରେ କଂଗ୍ରେସ…

ଚ୍ୟାଲେଜିଂ ହେବ ବାଚସ୍ପତି ଭାବେ ଓମ୍ ବିର୍ଲାଙ୍କ ଦ୍ୱିତୀୟ ପାଳି

ନୂଆଦିଲ୍ଲୀ: ୩୯ ବର୍ଷ ପରେ ପ୍ରଥମ ସାଂସଦ ଭାବେ ଲଗାତର ଦ୍ୱିତୀୟ ଥର ପାଇଁ ଲୋକସଭାରେ ବାଚସ୍ପତି ପଦରେ ଆସୀନ ହୋଇଛନ୍ତି ଓମ୍  ବିର୍ଲା । ପୂର୍ବରୁ ୧୯୮୫ରେ କଂଗ୍ରେସର ବଳରାମ ଝାକର ହୋଇଥିଲେ ଏହି ଗୌରବର ଅଧିକାରୀ । ଅବଶ୍ୟ ଏଥର ଓମ୍ ବିର୍ଲାଙ୍କ ପ୍ରାର୍ଥିତ୍ୱ ସପକ୍ଷରେ ସହମତି ସୃଷ୍ଟି…

ବିଶ୍ୱକପ୍ ସେମିଫାଇନାଲ : ପ୍ରଥମ ଥର ଫାଇନାଲ ଖେଳିବା ଲକ୍ଷ୍ୟରେ ଦକ୍ଷିଣ ଆଫ୍ରିକା ଓ ଆଫଗାନିସ୍ତାନ

ନୂଆଦିଲ୍ଲୀ: ବିଜନେସ୍ ଏଣ୍ଡରେ ପହଂଚିଛି ଟି-୨୦ ବିଶ୍ୱକପ୍ । ଏବେ ସେମିଫାଇନାଲ ଉପରେ କ୍ରିକେଟପ୍ରେମୀଙ୍କ ନଜର । ସୁପର ଏଇଟ ପର୍ଯ୍ୟାୟ ପରେ ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ, ଭାରତ ଓ ଆଫଗାନିସ୍ତାନ ସେମିଫାଇନାଲରେ ପ୍ରବେଶ କରିଛନ୍ତି । ୧୨ ବର୍ଷ ପରେ ଦକ୍ଷିଣ ଆଫ୍ରିକା ଟି-୨୦ ବିଶ୍ୱକପ୍…

ଲୋନ୍ ନେଇଛନ୍ତି କି? ଭଲ କରନ୍ତୁ କ୍ରେଡିଟ ସ୍କୋର

ନୂଆଦିଲ୍ଲୀ: ଆଜିକାଲି ସବୁ ଆୟ ବର୍ଗର ଲୋକ କୌଣସି ନା କୌଣସି କାମ ପାଇଁ ଋଣ ଆବଶ୍ୟକ କରନ୍ତି । ସମସ୍ତେ କିଛି ନା କିଛି ଋଣ କରିଥାଆନ୍ତି । ପିଲାଙ୍କ ପଢାପଢି ଖର୍ଚ୍ଚ , ଘର ନିର୍ମାଣ, କାର କିଣା, ନୂଆ ବ୍ୟବସାୟ ବା ଅନ୍ୟ କିଛି କରିବା ପାଇଁ ଦରକାର ପଡିଥାଏ ମୋଟା ପରିମାଣର ପୁଂଜି । ଏହି ପୁଂଜି…

ଆଫଗାନିସ୍ତାନ କ୍ରିକେଟ ଟିମ୍ ଲେଖିଲା ନୂଆ ଅଧ୍ୟାୟ

ନୂଆଦିଲ୍ଲୀ: ଦଶକ ଦଶକ ଧରି ଗୃହଯୁଦ୍ଧ ଓ ଅନ୍ୟ ସମସ୍ୟାରେ ଜର୍ଜରିତ ଆଫଗାନିସ୍ତାନର କ୍ରିକେଟ ଟିମ ଲେଖିଛି ନୂଆ ଅଧ୍ୟାୟ । ପ୍ରଥମ ଥର ପାଇଁ ଆଫଗାନିସ୍ତାନ ଟିମ୍ ଏକ ଆଇସିସି ବିଶ୍ୱକପ୍ ଟୁର୍ନାମେଂଟର ସେମିଫାଇନାଲରେ ପହଂଚିଛି । ରଚିଛି ନୂଆ ଇତିହାସ । ଚଳିତ ଟି-୨୦ ବିଶ୍ୱକପର ଶେଷ ସୁପର ଏଇଟ…

ହୋମ୍‌ ଟିମକୁ ସୁହାଇନାହିଁ ଟି-୨୦ ବିଶ୍ୱକପ୍‌

ନୂଆଦିଲ୍ଲୀ: ଆଇସିସି ଟି-୨୦ ବିଶ୍ୱକପରୁ ବିଦାୟ ନେଇଛି ଆୟୋଜକ ୱେଷ୍ଟଇଣ୍ଡିଜ୍ ଟିମ୍ । ସୁପର ଏଇଟ୍ ପର୍ଯ୍ୟାୟରୁ ବିଦାୟ ନେଇଛି କାରିବିୟାନ ଟିମ୍ । କର ବା ମର ମ୍ୟାଚରେ ୨୦୧୨ ଓ ୨୦୧୬ ସଂସ୍କରଣର ଚାମ୍ପିଅନ ୱେଷ୍ଟଇଣ୍ଡିଜ ଦକ୍ଷିଣ ଆଫ୍ରିକାଠାରୁ ହାରି ଟୁର୍ଣ୍ଣାମେଂଟରୁ ବିଦାୟ ନେଇଛି ।…