ହୋମ୍ ଟିମକୁ ସୁହାଇନାହିଁ ଟି-୨୦ ବିଶ୍ୱକପ୍
ନୂଆଦିଲ୍ଲୀ: ଆଇସିସି ଟି-୨୦ ବିଶ୍ୱକପରୁ ବିଦାୟ ନେଇଛି ଆୟୋଜକ ୱେଷ୍ଟଇଣ୍ଡିଜ୍ ଟିମ୍ । ସୁପର ଏଇଟ୍ ପର୍ଯ୍ୟାୟରୁ ବିଦାୟ ନେଇଛି କାରିବିୟାନ ଟିମ୍ । କର ବା ମର ମ୍ୟାଚରେ ୨୦୧୨ ଓ ୨୦୧୬ ସଂସ୍କରଣର ଚାମ୍ପିଅନ ୱେଷ୍ଟଇଣ୍ଡିଜ ଦକ୍ଷିଣ ଆଫ୍ରିକାଠାରୁ ହାରି ଟୁର୍ଣ୍ଣାମେଂଟରୁ ବିଦାୟ ନେଇଛି ।…