ମନୋଇ ଝିଅ
ମନୋଇ ଝିଅ
ବିଜୟଲକ୍ଷ୍ମୀ ନାୟକ
ଝିଅ ଥରେ ବାଲିଘର ତୋଳୁଥିଲା
ତା'ର ଦୁଇ ପାପୁଲିରେ
ଯୋଡି ଦେଉଥିଲା ତା ସମୟ
ମିଶେଇ ଦେଉଥିଲା ବାଲିରେ
ତା ଠପଠପ୍ ଝାଳ
ପୁଣି ଭାଙ୍ଗି ଦେଉଥିଲା ଥରକୁଥର ।
ଘରକୁ ଫେରିଗଲା ବେଳେ
ମୁଣ୍ଡରେ ନେଇ ଯାଉଥିଲା
ପରସ୍ତେ ବାଲି
ତାକୁ ଝାଡିଦେଇ ପୁଣି ଝିଅ…