Latest Odisha News

ଶ୍ରେୟାଶଙ୍କ ପ୍ରତି ହେଉଛି କି ଅନ୍ୟାୟ ?

ଭାରତୀୟ କ୍ରିକେଟ ଏବେ ନୂଆ କଳେବର ଦେଇ ଗତି କରୁଛି । ଅତ୍ୟଧିକ ପରୀକ୍ଷଣ କିମ୍ବା କିଛି ଲୋକଙ୍କ ଜିଦ ଯୋଗୁ ଟିମ ଇଣ୍ଡିଆ ବେଳେ ବେଳେ ବ୍ୟାକ ଗିୟର ପକାଇଥାଏ । ଗ୍ରେଗ ଚ୍ୟାପେଲଙ୍କଠାରୁ ଆରମ୍ଭ କରି ଅନେକ ଉଦାହରଣ ଆମ ନିକଟରେ ରହିଛି । ଅଜିତ ଅଗରକର ଚୟନ କମିଟି ଅଧ୍ୟକ୍ଷ ଏବଂ ଗୌତମ ଗମ୍ଭୀର…

ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ପରାଜୟ: ଅଭିଜ୍ଞତାର ଅଭାବ ନାଁ ଅତି ଆତ୍ମବିଶ୍ୱାସ

କୋଚ ଗୌତମ ଗମ୍ଭୀର ଓ ଅଧିନାୟକ ଶୁଭମନ ଗିଲଙ୍କୁ ଇଂଲଣ୍ଡ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରେ ଶକ୍ତ ଧକ୍କା ଲାଗିଛି । ଭାରତ ପରାଜୟ ଅନେକ ପ୍ରଶ୍ନ ସୃଷ୍ଟି କରିଛି । ପୂର୍ବରୁ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ବିଫଳତାକୁ ଏହାର କାରଣ ମନେ କରାଯାଉଥିଲା । ସେମାନଙ୍କ ଅବସର ପରେ ନୂଆ ଟିମ…

ଚୋକର୍ସ ନୁହନ୍ତି…ଚାମ୍ପିୟନ

ଦକ୍ଷିଣ ଆଫ୍ରିକା ଟିମକୁ ଏବେ ଚାମ୍ପିୟନ କହିବା ଅଭ୍ୟାସ କରିବାକୁ ପଡିବ । ଚୋକର୍ସ ଟ୍ୟାଗରୁ ଉଠି ଏବେ ସେମାନେ ବିଶ୍ୱ ଚାମ୍ପିୟନ ହୋଇଛନ୍ତି । ଅନେକ ଥର ଭଲ ପ୍ରଦର୍ଶନ କରିବା ସତ୍ୱେ ଟାଇଟଲ ହାତେଇ ପାରୁ ନ ଥିଲେ । ଏବେ ଏଥିରେ ଫୁଲ ଷ୍ଟପ ପକାଇଛନ୍ତି ଟେମ୍ବା ବାଭୁମା ଓ ଟିମ । ବାଭୁମାଙ୍କ…

ଶ୍ରେୟାଶ ହେବେ ଭାରତ ଧଳା ବଲ କ୍ରିକେଟର ଅଧିନାୟକ

ଟିମ ଇଣ୍ଡିଆ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବା ପାଇଁ ଇଂଲଣ୍ଡ ଗସ୍ତରେ ଯାଇଛି । ରୋହିତ ଶର୍ମା, ବିରାଟ କୋହଲି ଓ ରବିଚନ୍ଦ୍ରନ ଅଶ୍ୱୀନଙ୍କ ପରି ଖେଳାଳିଙ୍କ ଅବସର ପରେ ବିଦେଶମାଟିରେ ଭାରତର ପ୍ରଦର୍ଶନ ଉପରେ ନଜର ରହିବ । ଶୁଭମନ ଗିଲଙ୍କ ନେତୃତ୍ୱରେ ଯୁବ ଖେଳାଳିଙ୍କ ପାଇଁ ଏହି ସିରିଜ…

କ୍ରିକେଟର ନୂଆ ଯୁଗ ଆରମ୍ଭ: କୋଚ ହାତମୁଠାରେ ଅଧିନାୟକ

ଭାରତୀୟ କ୍ରିକେଟର ନୂଆ ଯୁଗ ଆରମ୍ଭ ହୋଇଛି । କୂଟନୀତି, ରଣନୀତି ଏବଂ ହାତମୁଠାରେ ସବୁ କିଛି ରଖିବା ପାଇଁ କୋଚ ଏବଂ ଚୟନ କମିଟି ପ୍ରଭାବଶାଳୀ ହୋଇଛନ୍ତି । ଫୁଟବଲ ପରି କ୍ରିକେଟରେ ଏବେ ଅଧିନାୟକ ବଦଳରେ କୋଚ ଶକ୍ତିଶାଳୀ ହେବା ସମୟ ଉପନୀତ ହୋଇଛି । କୋଚ ଗୌତମ ଗମ୍ଭୀର କ୍ରିକେଟରେ ଏହି ନୂଆ…

କୋହଲିଙ୍କ ପରେ ଶେଷ ହୋଇଗଲା କି ଟିମ ଇଣ୍ଡିଆର ଷ୍ଟାର କଲଚର ଯୁଗ

ଗୌତମ ଗମ୍ଭୀର ଭାରତୀୟ କ୍ରିକେଟ ଟିମର କୋଚ ହେବା ପରେ କିଛି ବଡ ଧରଣର ପରିବର୍ତନ ହେବ ବୋଲି ଆଶା କରାଯାଉଥିଲା । ଗମ୍ଭୀର ବ୍ୟକ୍ତିଗତ ଭାବେ ଷ୍ଟାର କଲଚରକୁ ପସନ୍ଦ କରୁ ନ ଥିଲେ । ଭାରତୀୟ କ୍ରିକେଟରେ ସର୍ବଦା କୋଚଙ୍କ ଉପରେ ଖେଳାଳିଙ୍କ ପ୍ରାଧାନ୍ୟ ରହିଥାଏ । ରୋହିତ ଶର୍ମା ଓ ବିରାଟ କୋହଲି…

ରୋହିତଙ୍କ ଅବସର: ଫର୍ମ, ଗମ୍ଭୀରଙ୍କ ସହ ମତଭେଦ ନାଁ ରହିଛି ଆଉ କିଛି କାରଣ

ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ସେ ହଠାତ ଅବସର ଘୋଷଣା କରି ପ୍ରଶଂସକଙ୍କୁ ଚକିତ କରି ଦେଇଛନ୍ତି । ତେବେ ସେ ଅବସର ନେବା ପଛରେ ପ୍ରକୃତ କାରଣ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି । ଇଂଲଣ୍ଡ ବିପକ୍ଷ ସିରିଜରୁ ତାଙ୍କୁ ଅଧିନାୟକ ପଦରୁ…

ବଲିଉଡରେ ଶେଷ ହେଉଛି ଖାଁଙ୍କ ଯୁଗ

ବଲିଉଡରେ ଏବେ ଶେଷ ହେବାକୁ ଯାଉଛି ଖାଁଙ୍କ ଯୁଗ । ୯୦ ଦଶକରୁ ଅମୀର ଖାଁ, ଶାହାରୁଖ ଖାଁ ଓ ସଲମାନ ଖାଁ ବଲିଉଡରେ ରାଜୁତି କରିଥିଲେ । ଏବେ ଏହି ୩ ହୀରୋଙ୍କ ବୟସ ୬୦ ଛୁଇଁଲାଣି । ଯୁବ ପିଢ଼ୀ ମଧ୍ୟ ଏମାନଙ୍କ ପ୍ରତି ଆଉ ସେତେଟା ଆକୃଷ୍ଟ ହେଉ ନାହାନ୍ତି । ସଲମାନଙ୍କ ସିକନ୍ଦର ଫିଲ୍ମ ଏ ଭଳି ଭାବେ…

ଧୋନୀଙ୍କୁ ପ୍ରଡକ୍ଟ ଭାବେ ବ୍ୟବହାର କରୁଛି କି ଚେନ୍ନାଇ

ମହେନ୍ଦ୍ର ସିଂ ଧୋନୀ ଜଣେ ଭଲ ଅଧିନାୟକ ଏବଂ ଶ୍ରେଷ୍ଠ ଫିନିଶର ଭାବେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଇଣ୍ଡିଆନ ପ୍ରିମିୟର ଲିଗରେ ଧୋନୀଙ୍କ ନେତୃତ୍ୱରେ ଚେନ୍ନାଇ ସୁପର କିଙ୍ଗସ ୫ଥର ଚାମ୍ପିୟନ ହୋଇଛି । ଏଥିପାଇଁ ଚେନ୍ନାଇ ପ୍ରଶଂସକ ତାଙ୍କ ପାଇଁ ଏକପ୍ରକାର ପାଗଳ ହୋଇ…

ଜବାବରେ ବ୍ରହ୍ମ ଚାପୁଡା ଦେଲେ ହିଟମ୍ୟାନ

ଆଇସିସି ଚାମ୍ପିୟନ୍ସ ଟ୍ରଫି ୨୦୨୫ର ଫାଇନାଲରେ ନ୍ୟୁଜିଲାଣ୍ଡକୁ ହରାଇ ଭାରତ ଚାମ୍ପିୟନ ହୋଇଛି । ଏହି ଚାମ୍ପିୟନ୍ସ ଟ୍ରଫିରେ ଭାରତର ଅନେକ ବରିଷ୍ଠ ଖେଳାଳି ଓ କୋଚଙ୍କ ସମ୍ମାନ ବାଜିରେ ଲାଗିଥିଲା । ବିଶେଷ କରି ଅଧିନାୟକ ରୋହିତ ଶର୍ମାଙ୍କ ଉପରେ ରହିଥିଲା ସମସ୍ତଙ୍କ ନଜର.. । ଚାମ୍ପିୟନ୍ସ…