ସ୍ୱାଧୀନତାର ୮୦ ବର୍ଷ: କ୍ରୀଡ଼ା କ୍ଷେତ୍ରରେ ଭାରତର ଐତିହାସିକ ସଫଳତା ଓ ବିଶ୍ୱସ୍ତରୀୟ ଯାତ୍ରା
୧୯୪୭ ସ୍ୱାଧୀନତା ପରଠାରୁ ଭାରତରେ କ୍ରୀଡାର ଉନ୍ନତି ଦ୍ରୁତ ବେଗରେ ହୋଇଥିବା ପରିଲକ୍ଷିତ ହୋଇଛି । ଭାରତ ଏବେ ଗୋଟିଏ କିମ୍ବା ଦୁଇଟି ଖେଳରେ ବାନ୍ଧି ହୋଇ ରହି ନାହିଁ । ଯୁବପିଢ଼ୀ ଏବେ ସମସ୍ତ ଆନ୍ତର୍ଜାତୀୟ କ୍ରୀଡାରେ ନିଜର ଆଧିପତ୍ୟ ବିସ୍ତାର କରିପାରିଛି । ସରକାର ମଧ୍ୟ କ୍ରୀଡାବିତଙ୍କୁ…