ପୋଖରୀ ମାଛ ପୋଖରୀ କି ଯା
ବିଷ୍ଣୁପ୍ରିୟା ହୋତାଙ୍କ ସ୍ମୃତିର ଫରୁଆରୁ .....
ତେଲଲୁଣର ସଂସାରରେ ସଂଘର୍ଷରତ ସାଧାରଣ ମଣିଷଟିଏ ବି ନିଜର ବ୍ୟକ୍ତିଗତ ସଂକଳ୍ପ , ବିଚାର ଶକ୍ତି ଓ କାର୍ଯ୍ୟ କରିବାର ନିଆରା ଢଙ୍ଗଦ୍ୱାର ପରବର୍ତ୍ତୀ ପିଢ଼ି ପାଇଁ ଆଦର୍ଶ ବନି ଯାଇପାରେ। ଇତିହାସ ସେମାନଙ୍କ କଥା ଲିପିବଦ୍ଧ କରୁ କି ନକରୁ…