ଜଣେ ଅଧିକାରୀ ଏବଂ ନାୟକ
(ପ୍ରିୟବ୍ରତ ପଟ୍ଟନାୟକଙ୍କ ପାଇଁ ଶ୍ରଦ୍ଧାଞ୍ଜଳି)
ବାସ୍ତବରେ କହିବାକୁ ଗଲେ ସେ ବିଧିବଦ୍ଧ ଗୋଲାକଧନ୍ଦା ଏବଂ ସାଧାରଣ ମନୁଷ୍ୟର ଆବଶ୍ୟକତା ମଧ୍ୟରେ ଥିବା ବ୍ୟବଧାନକୁ ଦୂର କରିଥିଲେ। ଲୋକେ ତାଙ୍କ ପାଖକୁ ଅସମ୍ଭବକୁ ସମ୍ଭବ କରିବାର ଆଶା ନେଇ ଆସୁଥିଲେ କାରଣ ସେ ଯେକୌଣସି କାମ, ସ୍ଥାନ…