ବିପରୀତାର୍ଥବୋଧକ ଯୁଗ୍ମଶବ୍ଦ
ଦେବାଶିଷ ମହାପାତ୍ରଙ୍କ ବ୍ୟାକରଣ ବିଭାଗ
ଅସଲ ନକଲ ଖାଲ ଢିପ ଭଲ ଭେଲ
ଅରୁଆ ଉଷୁନା ଗୁରୁ ଚେଲା ଭିତର ବାହାର
ଅଗ ମୂଳ ଜାତି ଅଜାତି ଖଟା ମିଠା
ଆକାଶ ପାତାଳ ଥଣ୍ଡା ଗରମ ସତ ମିଛ
ଆଦି ଅନ୍ତ ସୁଖ ଦୁଃଖ ନ୍ୟାୟ ଅନ୍ୟାୟ
ଆଗ ପଛ ଦିଆ ନିଆ କଞ୍ଚା ପାଚିଲା
ଉପର ତଳ ପାପ ପୁଣ୍ୟ…