Latest Odisha News

BREAKING NEWS

ବିପରୀତାର୍ଥବୋଧକ ଯୁଗ୍ମଶବ୍ଦ

ଦେବାଶିଷ ମହାପାତ୍ରଙ୍କ ବ୍ୟାକରଣ ବିଭାଗ

ଅସଲ ନକଲ ଖାଲ ଢିପ ଭଲ ଭେଲ

ଅରୁଆ ଉଷୁନା ଗୁରୁ ଚେଲା ଭିତର ବାହାର

ଅଗ ମୂଳ ଜାତି ଅଜାତି ଖଟା ମିଠା

ଆକାଶ ପାତାଳ ଥଣ୍ଡା ଗରମ ସତ ମିଛ

ଆଦି ଅନ୍ତ ସୁଖ ଦୁଃଖ ନ୍ୟାୟ ଅନ୍ୟାୟ

ଆଗ ପଛ ଦିଆ ନିଆ କଞ୍ଚା ପାଚିଲା

ଉପର ତଳ ପାପ ପୁଣ୍ୟ ହସ କାନ୍ଦ

ଉଭା ପୋତା ସଜ ବାସି

କଳା ଧଳା ହାନି ଲାଭ

ପରିମାଣବାଚକ ଯୁଗ୍ମଶବ୍ଦ

କାନ୍ଧିଏ କଦଳୀ କଂସାଏ ପଖାଳ

କଡ଼ାଏ ପାନ ପାନେ ଓଷଦ

ଫେଣାଏ କଦଳୀ ହଳେ ବଳଦ

ମୁଠେ ଚାଉଳ ମୁନ୍ଦିଏ ଜଳ

ଗୋଠେ ଗାଈ କଣିକାଏ ନିର୍ମାଲ୍ୟ

ପଲେ ହାତୀ ପଟେ ନିଶ

କାତେ ପାଣି ଗୋଛେ ବାଳ

ଖିଏ ସୂତା କେରାଏ ଦୁବ

ଗିଲାସେ ଦୁଧ ମେଞ୍ଚେ କାଦୁଅ

ଟେଳାଏ ମାଟି ବିଡ଼ାଏ ଘାସ

ଗୋଟିଏ ପ୍ରକାରର କ୍ରିୟାର ବ୍ୟବହାରରେ ଗଠିତ ଯୁଗ୍ମଶବ୍ଦ

ଦେଖାଦେଖି ମରାମରି
ଲେଖାଲେଖି କଷାକଷି
ପିଟାପିଟି ଲଗାଲଗି
ଧରାଧରି ଗୋଡ଼ାଗୋଡ଼ି
କୁହାକୁହି ଡିଆଁଡେଇଁ
କଟାକଟି ହସାହସି
ବଢ଼ାବଢ଼ି ଠେଲାଠେଲି
ଫଟାଫଟି ପୋଛାପୋଛି
ଭଙ୍ଗାଭଙ୍ଗି ଥୁଆଥୋଇ
ହଣାହଣି ଖେଞ୍ଚାଖେଞ୍ଚି

ସମାନ କ୍ରିୟା ବା ଶବ୍ଦର ଦ୍ୱିରୁକ୍ତି ଦ୍ୱାରା ଗଠିତ ଯୁଗ୍ମଶବ୍ଦ

ଜଳଜଳ କନକନ
ଛଳଛଳ ଥରଥର
ଢଳଢଳ ତରତର
ହସିହସି ଜରଜର
ବଲବଲ ଯାଇଯାଇ
ରହିରହି କାନ୍ଦିକାନ୍ଦି
ଘରଘର ହସହସ

କିଟିକିଟି ଖାଇଖାଇ
ଦେଇଦେଇ ଛନଛନ
ନେଇନେଇ ନାଚିନାଚି

ସମାନଅର୍ଥବୋଧକ ଦୁଇ ଶବ୍ଦର ସଂଯୋଗରେ ଗଠିତ ଯୁଗ୍ମଶବ୍ଦ

ଅସ୍ତ୍ରଶସ୍ତ୍ର ବୁଦ୍ଧିଶୁଦ୍ଧି
କଥାର୍ବାା ମତିଗତି
କୂଅପୋଖରୀ ବେପାରବଣିଜ
ଗୋରୁଗାଈ ବନ୍ଧୁବାନ୍ଧବ
ଆଖପାଖ ବାଧାବିଘ୍ନ
ଧାନଚାଉଳ ପାଟିତୁଣ୍ଡ
ଟଙ୍କାପଇସା ଧାରଉଧାର
ଜୀବଜନ୍ତୁ ମାୟାମମତା
ଝଡ଼ାଫୁଙ୍କା ଘଷାମଜା
ଯାନବାହନ ଫଳମୂଳ
ନଈନାଳ ପାଣିପଣା
ଦିଅଁଦେବତା ଥଟ୍ଟା  ତାମସା
ଦାନଧର୍ମ

(ଏହିସବୁ ଯୁଗ୍ମଶବ୍ଦକୁ ମଧ୍ୟ ଆମେ ଆପେକ୍ଷିକ ଯୁଗ୍ମଶବ୍ଦ କହିପାରିବା । )

ସାର୍ଥକ ଓ ନିରର୍ଥକ ଶବ୍ଦଯୁଗଳରେ ଗଠିତ ଯୁଗ୍ମଶବ୍ଦ

ଅନ୍ଦିକନ୍ଦି ଥରହର
ଆଖପାଖ ଡକାହକା
ଆବାକାବା ଥରହର
କନ୍ଦାକଟା ଭୋଗରାଗ
କାମଦାମ ଢଙ୍ଗଢାଙ୍ଗ

ଗପସପ ମାପଚୁପ
ପେଟପାଟଣା ଛୁଆଁଛୁତି
ମସଲାମସଲି ଲଣ୍ଡଭଣ୍ଡ

(ଏହିସବୁ ଯୁଗ୍ମଶବ୍ଦକୁ ମଧ୍ୟ ଆମେ ଅର୍ଥହୀନ ଯୁଗ୍ମଶବ୍ଦ କହିପାରିବା ।)

Leave A Reply

Your email address will not be published.