ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ଦାରୁବ୍ରହ୍ମ
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ଦାରୁବ୍ରହ୍ମ ଶ୍ରୀଜଗନ୍ନାଥ, ପ୍ରଭୁଙ୍କର ଦାରୁ ଶରୀର ବା ଦରବୀୟ ତନୁରେ ବ୍ରହ୍ମ ସଂଯୁକ୍ତ ହୋଇ ଦାରୁବ୍ରହ୍ମ ରୂପେ ବିଦିତ ହୁଅନ୍ତି । ଏହିଠାରେ ମନରେ ପ୍ରଶ୍ନ ଆସେ, ଏତେ ବିଖ୍ୟାତ ଠାକୁର ଶୁଦ୍ଧ ସୁବର୍ଣ୍ଣ ଅବା ଅଷ୍ଟ ଧାତୁ ବିଗ୍ରହ ନହୋଇ ଦାରୁ…