Latest Odisha News

BREAKING NEWS

ଶ୍ରୀ ଭାଗବତ ସାର ୮୫: ଭଗବାନ ହେଉଛନ୍ତି ସ୍ୱୟଂ ମାୟାଧର ଶ୍ରୀକୃଷ୍ଣ

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତର ମୂଳ ସ୍ୱରୂପ ବା ଚତୁଶ୍ଳୋକି ଭାଗବତର ଦ୍ଵିତୀୟ ଶ୍ଳୋକ ଅର୍ଥାତ ବ୍ୟାସକୃତ ସଂସ୍କୃତ ଭାଗବତଙ୍କ ଦ୍ଵିତୀୟ ସ୍କନ୍ଦ ନବମ ଅଧ୍ୟାୟର ଶ୍ଳୋକ ସଂଖ୍ୟା ୩୨ରୁ ୩୫ ଶ୍ଳୋକଙ୍କ ଆଲୋଚନା ଜାରି ରହିଛି। ଶ୍ଳୋକ ୩୩:-ୠତେଅର୍ଥଂ…

ଶ୍ରୀ ଭାଗବତ ସାର ୮୪: ସୃଷ୍ଟି ପୂର୍ବରୁ କେବଳ ମୁଁ ଥିଲି, ପ୍ରଳୟ ପରେ ଯାହା ବି ରହିବେ ତାହା ବି ମୁଁ

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତଙ୍କ ଉଦୟ ବା ଜନ୍ମ ବୃତ୍ତାନ୍ତ ଆଲୋଚନା କରିବା ଅବଶ୍ୟ ଏବିଷୟ କିଛି କିଛି ଆଗରୁ ଆଲୋଚିତ ହୋଇଛି, ତଥାପି ନାରଦଙ୍କ ପ୍ରେରଣାରେ ବ୍ୟାସଦେବ ଯେଉଁ ତତ୍ୱଜ୍ଞାନ ପୂର୍ଣ୍ଣ ଏକ ମହାପୁରାଣ ରଚନା ଆରମ୍ଭ କଲେ ତାର ସମ୍ପୂର୍ଣ୍ଣ…

ଶ୍ରୀ ଭାଗବତ ସାର ୮୩: ଶ୍ରୀକୃଷ୍ଣଙ୍କଠାରେ ଭକ୍ତି ଯୋଗ ଦ୍ୱାରା ନିଜକୁ ସମର୍ପିତ କରି ସମସ୍ତ କର୍ମ ଅର୍ପଣ କରିବା ହିଁ…

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ରଚନା ପୂର୍ବରୁ ମହର୍ଷି ବ୍ୟାସଦେବଙ୍କର ଦେବର୍ଷି ନାରଦଙ୍କ ଉପଦେଶ ମନେ ପଡିଲା। ଶ୍ରୀକୃଷ୍ଣଙ୍କ ଠାରେ ଭକ୍ତିଯୋଗ ଦ୍ୱାରା ନିଜକୁ ସମର୍ପିତ କରି ସମସ୍ତ କର୍ମ ଅର୍ପଣ କରିବା ହିଁ ଭବବନ୍ଧନ ରୋଗର ମହୌଷଧୀ, ଏହି ସାରତତ୍ୱ…

ଶ୍ରୀ ଭାଗବତ ସାର ୮୨: ମାନବଙ୍କ ଉଦ୍ଧାର ପାଇଁ ପୁନଶ୍ଚ ରଚନା ହେଲା ମହାଭାରତ ଓ ପଞ୍ଚମ ବେଦ ଭାବରେ ଅଷ୍ଟାଦଶ ପୁରାଣ

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ମହର୍ଷି ବ୍ୟାସଦେବ ବେଦକୁ ଚାରି ଭାଗ କରି ଦେଲେ ସତ, ତଥାପି ସ୍ତ୍ରୀ ଓ ଶୁଦ୍ର (ଚାରି ବର୍ଣ ମଧ୍ୟରେ ଅଧମ ବର୍ଣ )ଙ୍କର ବେଦ ଚର୍ଚ୍ଚା କରିବାର ଅଧିକାର ରହିଲା ନାହିଁ। ପତିତ ମନୁଷ୍ୟ ମାନେ ମଧ୍ୟ ବେଦ ଚର୍ଚ୍ଚାରୁ ବଞ୍ଚିତ ହେଲେ।…

ଶ୍ରୀ ଭାଗବତ ସାର ୮୧: ଶାସ୍ତ୍ର କହେ ମହର୍ଷି ବ୍ୟସଦେବ ଭଗବାନଙ୍କ ସପ୍ତଦଶ ଅବତାର

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ରଚନାରେ ମୁଖ୍ୟ ଜଣେ ମହର୍ଷି ବ୍ୟାସଦେବ ଓ ଅନ୍ୟ ଜଣେ ଦେବର୍ଷି ନାରଦ। ଏହି ମହର୍ଷି ଓ ଦେବର୍ଷି ବିଷୟରେ ସମ୍ୟକ ଆଲୋଚନା ନକଲେ ଶ୍ରୀ ଭାଗବତ ସାର ରଚନାର ମୂଲ୍ୟ କିଛି ନୁହେଁ। ପ୍ରଥମେ ଆଲୋଚନା କରିବା ମହର୍ଷି…

ଶ୍ରୀ ଭାଗବତ ସାର ୮୦: ଏ ଜଗତକୁ ଯେ ସୃଷ୍ଟି କରିଛନ୍ତି ଓ ପାଳନ କରୁଛନ୍ତି ସେହିଁ ସର୍ବ ଶକ୍ତିମାନ

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତର ଦଶମ ସ୍କନ୍ଦର ପଞ୍ଚବିଂଶ ଓ ଷଢ଼ବିଂଶ ଅଧ୍ୟାୟରେ ବର୍ଣ୍ଣିତ ଏହି ଉପାଖ୍ୟାନଟି ଏଥିପାଇଁ ପ୍ରଥମେ ଜଣାଇବାର ତାତ୍ପର୍ଯ୍ୟ ଏହିକି ଯେ ଏଥିରେ ଏକ ପରମ୍ପରାକୁ ବିରୋଧ କରାଯାଇ ସେଠାରେ ପ୍ରକୃତି ପୂଜାର ଆହ୍ୱାନ ଦିଆଯାଇଛି।…

ଶ୍ରୀ ଭାଗବତ ସାର ୭୯: କୌଣସି କର୍ମ କରିବା ପୂର୍ବରୁ ତାର ସମସ୍ତ ତତ୍ୱ ବୁଝିବିଚାରି ସେ କାର୍ଯ୍ୟଟି କରିବା ଉଚିତ

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତରେ ବର୍ଣିତ ଏହି ଗିରିଗୋବର୍ଦ୍ଧନ ପୂଜା ବିଷୟଟିର ଗଭୀର ଅନୁଶୀଳନ କଲେ ଜଣାଯାଏ କୌଣସି କର୍ମ କରିବା ପୂର୍ବରୁ ତାର ସମସ୍ତ ତତ୍ୱ ବୁଝି, ଭଲମନ୍ଦ ଆକଳନ କରି ଓ ତାର ପରିଣାମକୁ ଚିନ୍ତା କରି ସେ କାର୍ଯ୍ୟଟି କରିବା ଉଚିତ।…

ଶ୍ରୀ ଭାଗବତ ସାର ୭୮: ଶ୍ରୀମଦ ଭାଗବତର ମୁଖ୍ୟ ନାୟକ ହେଲେ ଶ୍ରୀକୃଷ୍ଣ

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତର ମୁଖ୍ୟ ନାୟକ ହେଲେ ଶ୍ରୀକୃଷ୍ଣ, ଆଉ ଏକ ପରମ ପବିତ୍ର ଗ୍ରନ୍ଥ ଶ୍ରୀଭଗବତ ଗୀତାରେ ମୁଖ୍ୟ ଚରିତ୍ର ମଧ୍ୟ ଶ୍ରୀକୃଷ୍ଣ। କିନ୍ତୁ ଗୋଟିଏ ଗ୍ରନ୍ଥରେ ଶ୍ରୀକୃଷ୍ଣଙ୍କ ବାଲ୍ୟ ଲୀଳାଠାରୁ ଆରମ୍ଭ ହୋଇ ଅନେକ ଅଲୌକିକ ଲୀଳାର…

ଶ୍ରୀ ଭାଗବତ ସାର ୭୭: ଅବତାରୀ ପୁରୁଷ ଶ୍ରୀଜଗନ୍ନାଥ ଭାଗବତ ବର୍ଣ୍ଣିତ ବଉଧ ସ୍ୱରୂପ ଅଟନ୍ତି କିନ୍ତୁ ସ୍ୱୟଂ ବୁଦ୍ଧ…

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ବର୍ଣ୍ଣିତ ଅବତାର ତତ୍ୱ ମଧ୍ୟରେ ବିଷ୍ଣୁଙ୍କର ନିର୍ଦ୍ଧିଷ୍ଟ ଦଶ ଅବତାରକୁ ଆମେ ପ୍ରାଧାନ୍ୟ ଦେଇଥାଉ। ବିଶେଷତଃ ଶ୍ରୀଜୟଦେବ ରଚିତ ଦଶାବତାର ସ୍ତୋତ୍ରରେ ବୁଦ୍ଧ ଶରୀର ବା ଅବତାରର ଆଲୋଚନା ହୋଇଛି ଯଥା "ନିନ୍ଦସି ଯଜ୍ଞ…

ଶ୍ରୀ ଭାଗବତ ସାର ୭୬: ଭାଗବତ ଖ୍ରୀଷ୍ଟ ପର ଯୁଗରେ ସଂକଳିତ ହୋଇଛି

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତରେ ବୁଦ୍ଧ ଅବତାର ପ୍ରସଙ୍ଗର ଆଲୋଚନାକୁ ଗୁରୁତ୍ୱ ଦିଆଯାଇଛି। କିନ୍ତୁ ଏହି "ବୁଦ୍ଧ" ଯେ କପିଳବାସ୍ତୁର ରାଜକୁମାର ଓ ରାଜା ଶୁଦ୍ଧୋଦନଙ୍କ ପୁତ୍ର ସିଦ୍ଧାର୍ଥ ଅବା ଗୌତମ ଯିଏକି ସଂସାର ତ୍ୟାଗ କରି ବୌଧି ପ୍ରାପ୍ତି ପରେ…