ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ
ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୮୭
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶକ୍ତି ସ୍ୱରୂପିଣୀ ମା ଯୋଗମାୟାଙ୍କ ଉତ୍ପତି ରୂପକ ମହାରାତ୍ରି (ମହାଷ୍ଟମୀର ଅବସାନ ଘଟିଛି, ଆଜି ମାଙ୍କ ମହାନବମୀ । ସାରା ସଂସାରକୁ ନିଜର ମାତୃ ସୁଲଭ ଦେବୀ…