Latest Odisha News

BREAKING NEWS

ଉଡ଼ିଯାଉଥିବା ଦଳେ ଚଢେ଼ଇ

ଉଡ଼ିଯାଉଥିବା ଦଳେ ଚଢେ଼ଇ ଗାୟତ୍ରୀ ସରାଫ୍‍ କେତେବେଳେ ଆସିବ? ଆଉ କେତେବାଟ ରହିଲା ଯେ? ମନକୁ ମନ ପଚାରୁଥାଏ । ମତେ ଭାରି ଉଚ୍ଛନ୍ନ ଲାଗୁଥାଏ । କୋରାପୁଟ ଯିବା ଏଇ ମୋର ପ୍ରଥମ ତ । ଅନେକ ଶୁଣିଛି ଓ ପଢ଼ିଛି ଏଇ ସହର ବିଷୟରେ । ତା’ର ପ୍ରକୃତି, ଘନଘୋର ଜଙ୍ଗଲ ଓ ତା’ର ସରଳ, ସୁନ୍ଦର…