Latest Odisha News

BREAKING NEWS

ଚୀନ ଫେରନ୍ତା ଭାରତୀୟଙ୍କ ନିକଟରେ ଓମିକ୍ରନର ସବ୍ ଭାରିଆଣ୍ଟ ଚିହ୍ନଟ

ଆଗ୍ରା: ଉତ୍ତର ପ୍ରଦେଶର ଆଗ୍ରାକୁ ଫେରିଥିବା ଅନ୍ୟ ଜଣେ ଚୀନ ଫେରନ୍ତା ଭାରତୀୟଙ୍କ ନିକଟରେ କରୋନା ଟିହ୍ନଟ ହୋଇଛି। ଯେଉଁ BF.7 ଭାରିଆଣ୍ଟ ପାଇଁ ଚୀନ ଏବେ ଦହଗଞ୍ଜ ହେଉଛି ସେହି ଭାରିଆଣ୍ଟ ସଂପୃକ୍ତ ବ୍ୟକ୍ତିଙ୍କ ପାଖରେ ଚିହ୍ନଟ ହୋଇଛି। ତିନି ଦିନ ତଳେ ସେହି ବ୍ଯକ୍ତି ଚୀନ୍ରୁ ଫେରିଥିବା…

କିଏ ହେବେ ରାଜ୍ୟ ବିଜେପିର ନୂଆ ସଭାପତି, ଫାୟାର ବ୍ରାଣ୍ଡ ନେତାଙ୍କୁ ବାଛିବ କି ବିଜେପି?

ଭୁବନେଶ୍ୱର: ରାଜ୍ୟ ବିଜେପିର ନୂଆ ମଙ୍ଗୁଆଳ କିଏ ହେବେ । ଏବେର ସଭାପତି ସମୀର ମହାନ୍ତିଙ୍କ କାର୍ଯ୍ୟକାଳ ଆସନ୍ତା ମାସରେ ଶେଷ ହେବାକୁ ଯାଉଛି। ତେଣୁ ନୂଆ ମଙ୍ଗୁଆଳ କିଏ ହେବେ ତାକୁ ନେଇ ଚର୍ଚ୍ଚା ବଢ଼ିଛି। ଯଦିଓ ରାଜ୍ୟ ବିଜେପିର ନେତୃତ୍ବ ଗୋଟିଏ ନିର୍ଦ୍ଦିଷ୍ଟ ଗୋଷ୍ଠୀର ଇସାରାରେ ପରିଚାଳିତ…

ଅଭିନେତ୍ରୀ ତିନୁଶା ଶର୍ମା ମୃତ୍ୟୁ ମାମଲାରେ ଶିଜନ ମହମ୍ମଦ ଗିରଫ

ମୁମ୍ବାଇ: ଟିଭି ଅଭିନେତ୍ରୀ ତୁନିଶା ଶର୍ମା ଶନିବାର ଆତ୍ମହତ୍ୟା କରିବା ପରେ ପୁଲିସ ତାଙ୍କ ସହଯୋଗୀ ଅଭିନେତା ଶିଜନ ମହମ୍ମଦ ଖାନଙ୍କୁ ଧାରା 306 (ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା) ଆଧାରରେ ଗିରଫ କରିଛି। ତୁନିଶାଙ୍କର ନିକଟରେ ଶିଜନଙ୍କ ସହ ବ୍ରେକ୍ଅପ୍ ହୋଇଥିଲା। ଏହା ପୂର୍ବରୁ ଶିଜନ…

ଜନତାଙ୍କୁ ନେତାଙ୍କ ଆହ୍ୱାନ: ଯେତେ ପାରୁଛ ଲୋନ୍ ନିଅ, କ୍ଷମତାକୁ ଆସିଲେ ସବୁ ମାଫ୍…

ବେଙ୍ଗାଲୁରୁ: ଜେଡିଏସ ନେତା ତଥା କର୍ଣ୍ଣାଟକ ମୁ୍ଖ୍ୟମନ୍ତ୍ରୀ ଏଚଡି କୁମାରସ୍ୱାମୀଙ୍କ ଦ୍ୱିତୀୟ ପତ୍ନୀ ଅନୀତା କୁମାରସ୍ୱାମୀ କର୍ଣ୍ଣାଟକବାସୀଙ୍କୁ ଏକ ଅଜବ ନିର୍ବାଚନ ପ୍ରତିଶୃତି ଦେଇଛନ୍ତି। ସେ ଲୋକଙ୍କୁ କହିଛନ୍ତି ଯେ ସେମାନେ ଯେତେ ଚାହିଁବେ ଋଣ ନେଇପାରିବେ, ଯଦି ତାଙ୍କ ସ୍ୱାମୀ କ୍ଷମତାକୁ…

ଆଉ ଜଣେ ଋଷ ପର୍ଯ୍ଯଟକଙ୍କ ମୃତ୍ୟୁ

ରାୟଗଡା: ଭ୍ଲାଦିମିର ବିଦାନାଭଙ୍କ ପରେ ଆଉ ଜଣେ ଋଷ ପର୍ଯ୍ୟଟକ ତଥା ତାଙ୍କ ବାଲ୍ୟବନ୍ଧୁ ଆଣ୍ଟାଭା ପାଭେଲଙ୍କର ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି। ଦୁଇ ଋଷୀୟ ନାଗରିକଙ୍କ ମୃତ୍ୟୁ 48 ଘଣ୍ଟାରେ ରାୟଗଡାରେ ମୃତ୍ୟୁ ଘଟିଛି। ପାଭେଲା ଛାତରୁ ଖସିପଡିବାରୁ ତାଙ୍କର ମୃତ୍ୟୁ ଘଟିଛି। ତେବେ ଏହା ହତ୍ୟା…

ନେଟଫ୍ଲିକ୍ସ, ଆମାଜନ ପ୍ରାଇମ ପରି ଓଟିଟି ପ୍ଲାଟଫର୍ମର ପାସୱାର୍ଡ ସେୟାର କଲେ ହେବ ଜେଲ୍ ଦଣ୍ଡ!

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆପଣ ନେଟଫ୍ଲିକ୍ସ, ଆମାଜନ ପ୍ରାଇମ ପରି ଓଟିଟି ପ୍ଲାଟଫର୍ମର ପାସୱାର୍ଡ ସାଙ୍ଗ ଏବଂ ସମ୍ପର୍କୀୟଙ୍କ ସହ ସେୟାର କରନ୍ତି କି? ଯଦି ହଁ, ତେବେ ଜାଣନ୍ତୁ ଯେ ଏବେ ଏପରି କଲେ ଆପଣଙ୍କୁ ଜେଲ ହୋଇପାରେ । ଆପଣ କୋର୍ଟ କଚେରୀ ଦୌଡ଼ିପାରନ୍ତି। ତଥାପି ଏପରି ନିୟମ ବ୍ରିଟେନରେ…

ପିଏ ଦେବନାରାୟଣ ପଣ୍ଡା ହତ୍ୟା ମାମଲା, ବଢ଼ିଲା ଆଇଏଏସ ମନୀଷ ଅଗ୍ରଓ୍ୱାଲଙ୍କ ଅଡ଼ୁଆ

ମାଲକାନଗିରି: ଚକ୍ରାନ୍ତ କରି ହତ୍ୟା ମାମଲାକୁ ଚାପି ଦେଇଥିଲେ । ହେଲେ କୋର୍ଟଙ୍କ ଛାଟ ପାଇଁ ତତ୍କାଳୀନ ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରଓ୍ୱାଲଙ୍କ ପିଏର ହତ୍ୟା ମାମଲାର ଶୁଣାଣି ହେବ ବୋଲି ସ୍ପଷ୍ଟ ହୋଇଛି । ହତ୍ୟା ଅଭିଯୋଗ ଆସିଥିବା ଆଇଏଏସ ମନୀଷ ଅଗ୍ରଓ୍ୱାଲ ଏବେର ଯୋଜନା ଓ ସମନ୍ୱୟ…

ଦ୍ୱିତୀୟ ଥର ପାଇଁ ଅର୍ଚ୍ଚନା ନାଗଙ୍କ ସ୍ୱାମୀ ଜଗବନ୍ଧୁ ଇଡି ରିମାଣ୍ଡରେ

ଭୁବନେଶ୍ୱର: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କୁ ପିଏମଏଲଏ ଆକ୍ଟରେ ଗିରଫ କରିବା ପରେ ଦ୍ୱିତୀୟ ଥର ପାଇଁ ତିନି ଦିନିଆ ରିମାଣ୍ଡରେ ନେଇଛି । ଇଡି କୋର୍ଟରେ 5 ଦିନିଆ ରିମାଣ୍ଡ ପାଇଁ ଆବେଦନ କରିଥିଲା। ହେଲେ କୋର୍ଟ ଡିସେମ୍ବର 26 ଯାଏ ରିମାଣ୍ଡରେ ନେବାକୁ…

ହକି ବିଶ୍ୱକପ୍ ପରେ ତିନି ଲେନ୍ ବିଶିଷ୍ଟ ଆରଓବିର କାର୍ଯ୍ୟ ଆରମ୍ଭ ହେବ

ଭୁବନେଶ୍ୱର: ବାଣୀବିହାର ଆରଓବି ଏବଂ ଭୁବନେଶ୍ୱର ରେଳଷ୍ଟେସନର ଉନ୍ନୟନ କାର୍ଯ୍ୟର ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଲୋକସେବା ଭବନରେ ସମୀକ୍ଷା କରିଛନ୍ତି । ହକି ବିଶ୍ୱକପ ପରେ ପ୍ରସ୍ତାବିତ ତିନି ଲେନ ବିଶିଷ୍ଟ ବାଣୀ ବିହାର ଆରଓବି ର କାର୍ଯ୍ୟ ଆରମ୍ଭ କରିବା ପାଇଁ ଶ୍ରୀ ମହାପାତ୍ର…

ICICI ବ୍ୟାଙ୍କର ପୂର୍ବତନ ସିଇଓ ଚନ୍ଦା କୋଚର ଓ ତାଙ୍କ ସ୍ୱାମୀ ଗିରଫ

ମୁମ୍ବାଇ: ଆଇସିଆଇସିଆଇ (ICICI) ବ୍ୟାଙ୍କର ପୂର୍ବତନ ସିଇଓ ଚନ୍ଦା କୋଚର ଏବଂ ତାଙ୍କ ସ୍ୱାମୀ ଦୀପକ କୋଚରଙ୍କୁ ଶୁକ୍ରବାର ସିବିଆଇ ଗିରଫ କରିଛି। ଆଇସିଆଇସିଆଇ ବ୍ୟାଙ୍କ-ଭିଡିଓକନ୍ ଋଣ ଠକେଇ ମାମଲାରେ ସିବିଆଇ ଗିରଫ କରିଛି। କିଛି ବର୍ଷ ପୂର୍ବେ ଏହି ଘଟଣା ସାମ୍ନାକୁ ଆସିଥିଲା। ଖବର ଅନୁଯାୟୀ,…