AIIMS ଡାକ୍ତରାଣୀଙ୍କ ରହସ୍ୟଜନକ ମୃତ୍ୟୁ! କବାଟ ଭାଙ୍ଗି ଉଦ୍ଧାର କଲେ ପୁରୁଷ ବନ୍ଧୁ
ଭୁବନେଶ୍ୱର: ଏମ୍ସର ଜଣେ ମହିଳା ଡାକ୍ତରଙ୍କ ଝୁଲନ୍ତା ମୃତଦେହ ଠାବ ହେବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ମୃତ ମହିଳା ଡାକ୍ତର ଜଣକ ହେଉଛନ୍ତି କର୍ଣ୍ଣାଟକର ଦିବ୍ୟା ଭି। ସେ ଏମ୍ସ ହସ୍ପିଟାଲରେ ଜୁନିଅର ରେସିଡେଣ୍ଟ ଭାବେ କାର୍ଯ୍ୟରତ ଥିଲେ। ଏହି ଘଟଣାରେ ସ୍ଥାନୀୟ ଖଣ୍ଡଗିରି ଥାନା ପୁଲିସ…