ଓଡ଼ିଶାରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିବାକୁ ଦାବି, ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଭେଟିଲେ ବିଜେପି ସାଂସଦ
ନୂଆଦିଲ୍ଲୀ: ଓଡ଼ିଶାରେ ଲାଗୁ ହୋଇନାହିଁ କେନ୍ଦ୍ର ସରକାରଙ୍କ ସବୁଠୁ ବଡ଼ ଯୋଜନା ଆୟୁଷ୍ମାନ ଭାରତ ଯୋଜନା। ଏବେ ଏହି ଯୋଜନା ଲାଗୁ କରିବାକୁ କେନ୍ଦ୍ର ସରକାର ଚାପ ପକାଇବା ଦରକାର ବୋଲି ବିଜେପି ସାଂସଦମାନେ ଦାବି କରିଛନ୍ତି। ଏଥିପାଇଁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟକୁ…