ବିହାରରେ ବିଷାକ୍ତ ମଦ ମୃତ୍ୟୁ ସଂଖ୍ୟା ଛୁଇଁଲା ୨୪
ପାଟଣା: ବିହାରର ଛପରାଠାରେ ବିଷାକ୍ତ ମଦ ପିଇ ମୃତ୍ୟୁ ଘଟିଥିବାର ସୂଚନା ରହିଛି।ଏପର୍ଯ୍ୟନ୍ତ ବିଷାକ୍ତ ମଦ ପିଇ ୨୪ ଜଣଙ୍କର ମୃତ୍ୟୁ ଘଟିଛି। ପ୍ରାରମ୍ଭରେ ମୃତକଙ୍କ ସଂଖ୍ୟା ୬ ଥିଲା, ଯାହା ବର୍ତ୍ତମାନ ଦୁଇ ଡଜନକୁ ବୃଦ୍ଧି ପାଇଛି। ଏହି ମାମଲା ଛାପରା ସରାନର ଇସୁପୁର ପୋଲିସ ଷ୍ଟେସନ ଅଞ୍ଚଳରେ…