Latest Odisha News

BREAKING NEWS

ଡିସେମ୍ବର ୭ରୁ ସଂସଦର ଶୀତକାଳୀନ ଅଧିବେଶନ!

ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେଶନ ଡିସେମ୍ବର ପ୍ରଥମ ସପ୍ତାହରେ ଆରମ୍ଭ ହେବାର ସମ୍ଭାବନା ରହିଛି। ତାରିଖ ଅନୁଯାୟୀ ଚୂଡ଼ାନ୍ତ ନିଷ୍ପତ୍ତି ସଂସଦୀୟ ବ୍ୟାପାର କ୍ୟାବିନେଟ କମିଟି ଗ୍ରହଣ କରିବ ବୋଲି ସୂଚନା ରହିଛି। କିନ୍ତୁ ଯାହା ସୂଚନା ରହିଛି ସଂସଦର ଶୀତକାଳୀନ ଅଧିବେଶନ ଡିସେମ୍ବର ୭ ରୁ…

ଯାହା ପୋଲିସକୁ ଦେଖା ଗଲାନାହିଁ, ଇଡି ଆଖିରେ ଧରା ପଡ଼ିଗଲା

ଭୁବନେଶ୍ୱର: ଛାଡିଦେଇଥିଲା କମିଶନରେଟ ପୋଲିସ। ଭିଡ଼ି ଆଣିଲା ଇଡି। ପୁଲିସର ତଦନ୍ତ ପ୍ରକ୍ରିୟା ଉପରେ ଉଠିଲା ପ୍ରଶ୍ନ। ଗୋଟିଏ ମାସରୁ ଅଧିକ ଦିନ ହେବ ଧର୍ମେନ୍ଦ୍ର ସାହୁ ଓ ଅର୍ଚ୍ଚନା ନାଗ ମାମଲାରେ ପୋଲିସର କାର୍ଯ୍ୟଶୈଳୀ ଉପରେ ଥିଲା ନଜର। ପୁଲିସର ନୀରବତା ଦର୍ଶାଉଥିଲା ଯେମିତି ସେମିତି…

ପଦ୍ମପୁରରେ ତିନି ପ୍ରମୁଖ ଦଳ କେଉଁ ପ୍ରସଙ୍ଗରେ ମାଗିବେ ଭୋଟ୍?

ଭୁବନେଶ୍ୱର: ପଦ୍ମପୁରରେ କିଏ ହେବେ କେଉଁ ଦଳର ପ୍ରାର୍ଥୀ? ଉପନିର୍ବାଚନ ପାଇଁ କିଏ କେଉଁ ପ୍ରସଙ୍ଗରେ ମାଗିବେ ଭୋଟ୍? ରାଜଧାନୀରୁ ସୁଦୂରରେ ଥିବା ପଦ୍ମପୁର ବାସିନ୍ଦାଙ୍କ ମୁଖ୍ୟ ମୁଦ୍ଦା କ'ଣ? ଏବେ ଏପରି କିଛି ପ୍ରସଙ୍ଗକୁ ନେଇ ରାଜଧାନୀରେ ଥିବା ତିନି ପ୍ରମୁଖ ଦଳର କାର୍ଯ୍ୟାଳୟରେ କସରତ…

ଦେବାଳିଆ ହୋଇପାରେ ଟ୍ବିଟର, ଆଶଙ୍କା କଲେ ମାଲିକ ମସ୍କ

ନୂଆଦିଲ୍ଲୀ: ଟ୍ୱିଟର ହୋଇପାରେ ଦେବାଳିଆ। ନୂଆ ମାଲିକ ଏଲନ ମସ୍କ ସୋସିଆଲ୍ ମିଡିଆରେ ଏଭଳି ଏକ ଆଶଙ୍କା କରିଛନ୍ତି। ବିଶ୍ବର ସବୁଠୁ ଧନୀ ବ୍ୟକ୍ତି ମସ୍କ ଟ୍ୱିଟର କର୍ମଚାରୀଙ୍କୁ ଫୋନ୍ କରି କହିଛନ୍ତି ଯେ ଦେବାଳିଆ ସମ୍ଭାବନାକୁ ଏଡ଼ାଇ ଦିଆଯାଇପାରିବ ନାହିଁ। ମସ୍କ ଦୁଇ ସପ୍ତାହ ପୂର୍ବରୁ ୪୪…

ପ୍ରମାଣ ନଷ୍ଟ ପାଇଁ ୧୪୦ ଫୋନ୍ ବଦଳାଇଛନ୍ତି ସିସୋଦିଆ ଏବଂ ଅନ୍ଯମାନେ: ଇଡି

ନୂଆଦିଲ୍ଲୀ: ଦିଲ୍ଲୀ ସରକାରର ଅବକାରୀ ଦୁର୍ନୀତି ମାମଲାର ତଦନ୍ତ କରୁଥିବା ଇଡି ପୁଣି ଏକ ନୂଆ ଦାବି କରିଛି। ପ୍ରମାଣ ନଷ୍ଟ କରିବାକୁ ଯାଇ ଏହି ମାମଲାରେ ଅନ୍ୟତମ ଅଭିଯୁକ୍ତ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏବଂ ଅନ୍ୟମାନେ ବାରମ୍ବାର ଫୋନ୍ ଓ ସିମ୍ ବଦଳାଇଛନ୍ତି ବୋଲି ଦାବି କରିଛି…

କିଡନୀ ରୋଗୀଙ୍କ ସମସ୍ଯାର ସମାଧାନ ପାଇଁ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ସଠିକ ଔଷଧ ଦାବି କରି ଧାରଣାରେ ବସିଥିବା କିଡନୀ ରୋଗୀଙ୍କ ସମସ୍ୟାର ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ। ମନ୍ତ୍ରୀ ଏ ନେଇ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିବା ଗଣମାଧ୍ଯମକୁ ପ୍ରତିକ୍ରିୟା ଦେଇ କହିଛନ୍ତି। ମନ୍ତ୍ରୀ କହିଛନ୍ତି ଯେ,…

ହନିଟ୍ରାପ ମାମଲାରେ ଅର୍ଚ୍ଚନାଙ୍କ ସ୍ବାମୀଙ୍କ ବନ୍ଧୁ ଖଗେଶ୍ୱର ଗିରଫ

ଭୁବନେଶ୍ବର: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗୁରୁବାର କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟାକୁ ଜୋରଦାର କରିଛି। ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କ ସହଯୋଗୀ ଖଗେଶ୍ୱର ପାତ୍ରଙ୍କୁ ଉଠାଇ ନେବା ପରେ ଆଜି ଇଡି ଗିରଫ କରିଛି। ଖଗେଶ୍ବର…

ଛିଡ଼ା ହୋଇଥିବା ବସକୁ ପଛପଟୁ ଧକ୍କା ଦେଲା ଟ୍ରକ

ସମ୍ବଲପୁର: ବସକୁ ପିଟିଲା ଟ୍ରକ । ବସଟି ଛିଡା ହୋଇଥିବା ବେଳେ ଟ୍ରକଟି ପଛପଟୁ ଆସି ପିଟି ହୋଇଥିଲା। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦ରୁ ଅଧିକ ଆହତ ହୋଇଛନ୍ତି। ସମ୍ବଲପୁର ଜିଲ୍ଲା ଠେଲକୋଲି ଥାନା ଅନ୍ତର୍ଗତ ଖିଣ୍ଢା ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି। ଉଭୟ ବସ ଏବଂ ଟ୍ରକ…

ଅର୍ଚ୍ଚନା ନାଗ ମାମଲା: ଇଡିର ସମନ ପରେ ହାଇକୋର୍ଟରେ ଜାମିନ୍ ଆବେଦନ କଲେ ଖଗେଶ୍ୱର

ଭୁବନେଶ୍ବର: ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲାରେ ଜାମିନ୍ ଆବେଦନ କରିଛନ୍ତି ଖଗେଶ୍ୱର ପାତ୍ର । ଇଡି ଆର୍ଥିକ ନେଣଦେଣ ମାମଲାର ତଦନ୍ତ କରୁଛି । ଇଡି ଏହି ମାମଲାରେ ହାଜର ହୋଇ ଜେରାର ସାମ୍ନା କରିବାକୁ କହିବାର ଦିନକ ପରେ ଖଗେଶ୍ୱର ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି । ଏପରି କରି…

ବ୍ରିଟେନର ରାଜା ଓ ରାଣୀଙ୍କ ଉପରେ ଅଣ୍ଡା ମାଡ !

ଲଣ୍ଡନ: ବ୍ରିଟେନର ରାଜା ଚାର୍ଲ୍ସ ଏବଂ ତାଙ୍କ ପତ୍ନୀ ରାଣୀ କାମିଲାଙ୍କ ଉପରେ ଅଣ୍ଡା ଫିଙ୍ଗିବା ମାମଲା ସାମ୍ନାକୁ ଆସିଛି। ଏହି ଘଟଣା ଘଟିବା ପରେ ଦୁହେଁ ଉତ୍ତର ଇଂଲଣ୍ଡରେ ଏକ ସାଧାରଣ ସଭାରେ ଥିଲେ। ଅଣ୍ଡା ରାଜାଙ୍କ ଉପରେ ପଡ଼ିଥିଲା। ସୋସିଆଲ ମିଡିଆରେ ଭାଇରାଲ ଭିଡିଓରେ ଏହା ଦେଖିବାକୁ…