ଶ୍ରୀମନ୍ଦିର ପ୍ରଶାସନ ଉପରେ ୧୨ କୋଟି ଟଙ୍କାର ଜରିମାନା
ଖୋର୍ଦ୍ଦା: ଶ୍ରୀମନ୍ଦିର ପ୍ରଶାସନ ଉପରେ ଜୋରିମାନା। ବେଆଇନ୍ ପଥର ଖୋଳିବା ନେଇ ଏହି ଜରିମାନା ଲଗାଇଛନ୍ତି ଏନଜିଟି।ଖୋର୍ଦ୍ଧା ଜିଲ୍ଲା ନିଜିଗଡ ତାପଙ୍ଗରେ ଶ୍ରୀମନ୍ଦିର ନାଁରେ ୫୯ଟି ଜମି ରହିଛି। ଏହି ଜମିରେ ବେଆଇନ୍ ଭାବେ ଶ୍ରୀମନ୍ଦିର ପ୍ରଶାସନ ବେଆଇନ୍ ଭାବରେ ମାଙ୍କଡା ପଥର ଖନନ କରୁଥିବା…