Latest Odisha News

BREAKING NEWS

ଦୁଷ୍କର୍ମ ମାମଲାରେ ଟୁ ଫିଙ୍ଗର ଟେଷ୍ଟ ବେଆଇନ୍ କହିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଟୁ ଫିଙ୍ଗର ଟେଷ୍ଟ ଉପରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ। ଏକ ମାମଲାର ଶୁଣାଣି କରି ସୁୁପ୍ରିମକୋର୍ଟ ଏପରି ଟେଷ୍ଟ ଉପରେ ରୋକ୍ ଲଗାଇବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଯଦି କେହି କରୁଥାନ୍ତି ଏପରି ଟେଷ୍ଟ ତାହାଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ…

ଶିକ୍ଷା ମନ୍ତ୍ରଣାଳୟ, ଫିଫା ଏବଂ ଏଆଇଏଫଏଫ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ

ମୁମ୍ବାଇ: ଦେଶରେ ‘ଫୁଟବଲ୍ ଫର୍ ସ୍କୁଲ’ କାର୍ଯ୍ୟକ୍ରମକୁ ଆରମ୍ଭ କରିବା ପାଇଁ ରବିବାର ମୁମ୍ବାଇର ଯଶୋବନ୍ତ ରାଓ ଚୌହ୍ୱାନ ଫୁଟବଲ୍ ଷ୍ଟାଡ଼ିୟମରେ ଶିକ୍ଷା ମନ୍ତ୍ରଣାଳୟ, ଫିଫା ଏବଂ ସର୍ବଭାରତୀୟ ଫୁଟବଲ୍ ସଂଘ(ଏଆଇଏଫଏଫ) ମଧ୍ୟରେ ଏକ ବୁଝାମଣା ପତ୍ର(ଏମଓୟୁ) ସ୍ୱାକ୍ଷରିତ ହୋଇଯାଇଛି । କେନ୍ଦ୍ର…

ଧାମନଗରରେ ଟଙ୍କା ବାଣ୍ଟିବା ଚିତ୍ର, ଅଡୁଆରେ ଶାସକ ଦଳ

ଭଦ୍ରକ: ଧାମନଗର ଉପନିର୍ବାଚନରେ ବିଜେଡି ଓ ବିଜେପି ମଧ୍ୟରେ ଆରୋପ ପ୍ରତ୍ୟାରୋପ ଭିତରେ ଆଉ ଏକ ବଡ ଖବର ସାମ୍ନାକୁ ଆସିଛି। ଯାହାକୁ ଦେଖିଲେ ଯେକେହି ହତବାକ ହୋଇଯିବ କିପରି ଭୋଟ୍ କିଣିବା ପାଇଁ ଟଙ୍କା ବଣ୍ଟା ଚାଲିଛି। ଆଉ ଏସଏଚଜି ମହିଳାଙ୍କୁ ବୈଠକ ପାଇଁ ଡାକି ଖାମ୍ ଭିତରେ ଟଙ୍କା…

ମଦ, ହାଣ୍ଡିଆ ମିଳିଲାନି: ବନ୍ଦ ହୋଇଗଲା ବିବାହ ଭୋଜି, ପୁଲିସ ବି ନାକେଦମ

କାମାକ୍ଷାନଗର (ହରେକ୍ରିଷ୍ଣ ରାଉତ): ବିବାହ ଭୋଜିରେ ମଦ, ହାଣ୍ଡିଆର ବ୍ୟବସ୍ଥା ହୋଇନଥିବାରୁ ରାଗିଗଲେ ଗାଁ ଲୋକେ। ଆଉ ଅଧା ରହିଗଲା ବିବାହ ଭୋଜି। ଶେଷରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଭୋଜିର ଆୟୋଜନ କରିଥିବା ଲୋକଟି ପୋଲିସର ଦ୍ୱାରାସ୍ତ ହୋଇଥିଲେ। ହେଲେ ପୋଲିସ ମଧ୍ୟ ବୁଝାସୁଝା…

କୋଟିପତି ଚା’ ବାଲାଙ୍କୁ ଟିକେଟ ଦେଲା ବିଜେପି

ଧର୍ମଶାଳା: ହିମାଚଳ ପ୍ରଦେଶରେ ନଭେମ୍ବର ୧୨ରେ ମତଦାନ ହେବାକୁ ଯାଉଛି। ଏଥିପାଇଁ ଆଶାୟୀ ଏବେ ନାମାଙ୍କନ ଦାଖଲ କରିବା ଆରମ୍ଭ କରିଛନ୍ତି। ଏହି ସମୟରେ ହିମାଚଳପ୍ରଦେଶରେ ଜଣେ ପ୍ରାର୍ଥୀଙ୍କୁ ନେଇ ଚର୍ଚ୍ଚା ଚାଲିଛି। ଯିଏକି ଜଣେ ବିଜେପିର ପ୍ରାର୍ଥୀ। ଏହି ପ୍ରାର୍ଥୀ ଜଣଙ୍କ ଚା' ବାଲା ହେଲେ ସେ…

ଗଣତନ୍ତ୍ରକୁ ବଞ୍ଚାଇବା ପାଇଁ ପ୍ରଧାନ ବିଚାରପତିଙ୍କ ସାମ୍ନାରେ ନିବେଦନ କଲେ ମମତା

କୋଲକାତା: ଗଣତନ୍ତ୍ର ତଥା ଦେଶର ସଂଘୀୟ ଢାଞ୍ଚାର ସୁରକ୍ଷା ପାଇଁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିବେଦନ କରିଛନ୍ତି। ଦେଶର ଗଣତନ୍ତ୍ରକୁ ବଞ୍ଚାଇବା ପାଇଁ ସେ ଦେଶର ପ୍ରଧାନ ବିଚାରପତି ୟୁୟୁ ଲଲିତଙ୍କୁ ଅନୁରୋଧ କରିଛନ୍ତି। ସେ ଦାବି କରିଛନ୍ତି ଯେ ଏକ ନିର୍ଦ୍ଦିଷ୍ଟ ବର୍ଗର…

ଭାଙ୍ଗିଗଲା ଝୁଲା ପୋଲ, ନଦୀକୁ ଖସିପଡ଼ିଲେ ଶତାଧିକ; ୧୦ରୁ ଅଧିକ ଲୋକଙ୍କ ମୃତ୍ୟୁ

ଅହମଦାବାଦ: ଆଜି ସନ୍ଧ୍ୟାରେ ଗୁଜୁରାଟର ମୋର୍ବିରେ ଏକ ବଡ଼ ଦୁର୍ଘଟଣା ଘଟିଛି। ନଦୀ ଉପରେ ଯାଇଥିବା ଏକ ଝୁଲା ପୋଲ ଭୁଶୁଡି ପଡିବାରୁ ୧୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ଝୁଲା ପୋଲଟି ଭୁଶୁଡିବା ବେଳେ ପୋଲ ଉପରେ ଶତାଧିକ ଲୋକ ଥିଲେ ବୋଲି ସୂଚନା ରହିଛି। ବ୍ରିଜ ଭୁଶୁଡିବା ପରେ ଅନେକ…

ସୋମବାର ବିଜେପି ଘେରିବ ନବୀନ ନିବାସ, ବିଜେଡି ଘେରିବ ଜିଲ୍ଲାପାଳ ଅଫିସ

ଭୁବନେଶ୍ୱର: ଅର୍ଚ୍ଚନା ନାଗ ପ୍ରସଙ୍ଗରେ ଶାସକ ଦଳର ନେତାଙ୍କୁ ଖସାଇବାକୁ ଉଦ୍ୟମ ହେଉଛି। ତେଣୁ ରାଜ୍ୟ ସରକାର ନିରବଦ୍ରଷ୍ଟା ସାଜିଛନ୍ତି। ଏପରି ନିରବଦ୍ରଷ୍ଟାକୁ ବିରୋଧ କରି ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାସଭବନ ଘେରାଉ କରିବାକୁ ବିଜେପି ଚେତାବନୀ ଦେଇଛି। ଏପରି କହି…

ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ବିଜେଡି-ବିଜେପିର ଫେରାଦ କାର୍ଯ୍ୟକ୍ରମ ଜାରି

ଭୁବନେଶ୍ୱର: ବିଜେଡି ଏସଏଚଜି ମହିଳା ମାନଙ୍କୁ ଧାମନଗର ଉପନିର୍ବାଚନ ଜିତିବା ପାଇଁ ଅସ୍ତ୍ର କରିଛି । ଏଭଳି ଅନେକ ଉଦାହରଣ ସାମ୍ନାକୁ ଆସିଲାଣି । କିନ୍ତୁ ଏସଏଚଜି ମହିଳା ମାନେ ଜାଣିପାରୁନାହାନ୍ତି ଯେ ବିଜେଡ଼ି ସେମାନଙ୍କୁ ବ୍ୟବହାର କରୁଛି । ତାଙ୍କ ଦ୍ୱାରା ଶାସକ ଦଳ ଅପରାଧ, ଟଙ୍କା ବଣ୍ଟିବା,…

ଆରମ୍ଭରୁ ଭାରତର ବଡ଼ ବିପର୍ଯ୍ୟୟ, ଟି-୨୦ ବିଶ୍ବକପରେ ବିରାଟ ପୂରଣ କଲେ ୧୦୦୦ ରନ୍

ଓଡ଼ିଶା ସମ୍ବାଦ ବ୍ୟୁରୋ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତର ବିପର୍ଯ୍ୟୟ। ୯ ଓଭର ସୁଦ୍ଧା ୪୯ ରନ କରି ଟିମ୍ ଇଣ୍ଡିଆ ୫ଟି ଓ୍ୱିକେଟ୍ ହରାଇଛି। ଓପନିଂ ବ୍ୟାଟସମ୍ୟାନ ରୋହିତ ଶର୍ମା ଓ କେଏଲ ରାହୁଲ ପରେ ବିରାଟ କୋହଲି ଏବଂ ଦୀପକ ହୁଡ୍ଡା, ହାର୍ଦ୍ଦିକ ପାଣ୍ଡ୍ୟା ଶସ୍ତାରେ ପାଭିଲିଅନକୁ…