Latest Odisha News

BREAKING NEWS

ଆରମ୍ଭରୁ ଭାରତର ବଡ଼ ବିପର୍ଯ୍ୟୟ, ଟି-୨୦ ବିଶ୍ବକପରେ ବିରାଟ ପୂରଣ କଲେ ୧୦୦୦ ରନ୍

ଓଡ଼ିଶା ସମ୍ବାଦ ବ୍ୟୁରୋ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତର ବିପର୍ଯ୍ୟୟ। ୯ ଓଭର ସୁଦ୍ଧା ୪୯ ରନ କରି ଟିମ୍ ଇଣ୍ଡିଆ ୫ଟି ଓ୍ୱିକେଟ୍ ହରାଇଛି। ଓପନିଂ ବ୍ୟାଟସମ୍ୟାନ ରୋହିତ ଶର୍ମା ଓ କେଏଲ ରାହୁଲ ପରେ ବିରାଟ କୋହଲି ଏବଂ ଦୀପକ ହୁଡ୍ଡା, ହାର୍ଦ୍ଦିକ ପାଣ୍ଡ୍ୟା ଶସ୍ତାରେ ପାଭିଲିଅନକୁ…

କୋଚ ଦେଲେ ବଡ ଇସାରା, କେ.ଏଲ ରାହୁଲଙ୍କ ପାଇଁ ଆଜି ଶେଷ ସୁଯୋଗ?

ପର୍ଥ: ଟି-୨୦ ବିଶ୍ୱକପରେ ଭାରତ ଦୁଇଟି ଯାକ ମ୍ୟାଚ ଜିତି ବିଜୟ ଅଭିଯାନ ଜାରି ରଖିଛି । ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଭାରତ ପାକିସ୍ତାନ ଏବଂ ନେଦରଲ୍ୟାଣ୍ଡକୁ ପରାସ୍ତ କରି ୪ ପଏଣ୍ଟ ହାସଲ କରିଛି । ଆଜି ଦକ୍ଷିଣ ଆଫ୍ରିକା ବିପକ୍ଷରେ ମ୍ୟାଚ୍ ରହିଛି । ଏବଂ ପ୍ରଥମ ଦୁଇଟି ମ୍ୟାଚରେ ବିଫଳ…

ଗିରଫ ହେଲେ ବିଜେଡି ଯୁବ ସାଧାରଣ ସମ୍ପାଦକ ଅମରେନ୍ଦ୍ର ପ୍ରତାପ ସ୍ୱାଇଁ

କଟକ: ଗିରଫ ହେଲେ ବିଜେଡିର ଯୁବ ସାଧାରଣ ସମ୍ପାଦକ ଅମରେନ୍ଦ୍ର ପ୍ରତାପ ସ୍ୱାଇଁ । କଟକ ତେଲେଙ୍ଗାପେଣ୍ଠ ଅଂଚଳରେ ଥିବା ଏକ ସୋ’ ରୁମ ସାମ୍ନାରେ ଜଣେ ଯୁବକଙ୍କୁ ତଳେ ଆଣ୍ଠେଇ ମାଡ ମାରିବା ଓ ପରେ ସ୍ଥାନୀୟ ଲୋକଙ୍କୁ ମାଡ ମାରିବା ଘଟଣାରେ ଅମରେନ୍ଦ୍ର ଗିରଫ ହୋଇଛନ୍ତି । ଏହି ମାମଲାରେ କଟକ ସଦର…

ଦଳାଚକଟାରୁ ଦୁର୍ଘଟଣା: ୧୨୦ ଜଣଙ୍କର ମୃତ୍ୟୁ, ୧୦୦ରୁ ଅଧିକ ଆହତ

ସିଓଲ: ଦକ୍ଷିଣ କୋରିଆର ରାଜଧାନୀ ସିଓଲରେ ହାଲୋଓ୍ୱିନ୍ (Halloween) ପାର୍ଟି ବେଳେ ବଡ ଅଘଟଣ। ୧୨୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦୦ରୁ ଅଧିକ ଲୋକ ଆହତ ହୋଇଥିବା ଜଣାପଡିଛି। ହାଲୋଓ୍ୱିନ୍ ପାର୍ଟି ସମୟରେ ସିଓଲରେ ପ୍ରବଳ ଭିଡ ହୋଇଥିବା ଦେଖିବାକୁ ମିଳିଥିଲା । ଏକ ଲକ୍ଷରୁ ଅଧିକ ଲୋକ ଏହି…

ପୁରୀ ଅଭିମୁଖେ ଆସୁଥିବା ତୀର୍ଥଯାତ୍ରୀ ବସ ଦୁର୍ଘଟଣାର ଶିକାର

ଟାଙ୍ଗୀ: କୋଲକାତାରୁ ପୁରୀ ଅଭିମୁଖେ ଆସୁଥିବା ଏକ ତୀର୍ଥଯାତ୍ରୀ ବସ ଦୁର୍ଘଟଣାର ଶିକାର ହୋଇଛି। କଟକ ଜିଲ୍ଲା ଟାଙ୍ଗୀ ବନ୍ଦାଳସ୍ଥିତ ଟୋଲ ପ୍ଲାଜା ନିକଟରେ ବସଟି ଦୁର୍ଘଟଣାର ଶିକାର ହୋଇଛି। ସନ୍ଧ୍ୟା ପ୍ରାୟ ୭ଟା ସମୟରେ ୧୬ ନମ୍ବର ଜାତୀୟ ରାଜପଥରେ। ଖବର ଲେଖା ହେବା ସୁଦ୍ଧା ଦୁର୍ଘଟଣାରେ…

ଟ୍ବିଟରକୁ ଫେରିଲେ ଟ୍ରମ୍ପ ?

ନୂଆଦିଲ୍ଲୀ: ଲୋକପ୍ରିୟ ସୋଶିଆଲ ମିଡିଆ କମ୍ପାନୀ ଟ୍ବିଟରର ମାଲିକାନା ବଦଳିଛି। କମ୍ପାନୀର ନୂଆ ମୁଖ୍ୟ ତଥା ବିଶ୍ବର ସବୁଠୁ ଧନୀ ବ୍ୟକ୍ତି ଏଲନ ମସ୍କ ଟ୍ବିଟରରେ ସମସ୍ତେ ନିଜ ନିଜ ମତ ରଖିପାରିବେ ବୋଲି କହିଛନ୍ତି। ସେହିପରି ଯେଉଁମାନେ ପୂର୍ବରୁ ଟ୍ବିଟରରେ ବ୍ଲକ ହୋଇଛନ୍ତି ସେମାନେ ଅନ…

କେନ୍ଦ୍ର ସରକାର ୧୦ଲକ୍ଷ ନିଯୁକ୍ତି ଦେବା ଦିଗରେ କାମ କରୁଛନ୍ତି: ମୋଦୀ

ଅହମଦାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନସିଂ ଜରିଆରେ ଗୁଜରାଟ ରୋଜଗାର ମେଳାରେ ନିଜର ଅଭିଭାଷଣ ରଖିବା ବେଳେ କେନ୍ଦ୍ର ସରକାର ୧୦ଲକ୍ଷ ନିଯୁକ୍ତି ଦେବା ଦିଗରେ କାର୍ଯ୍ୟ କରୁଛନ୍ତି ବୋଲି କହିଛନ୍ତି। ନିକଟରେ ପ୍ରଧାନମନ୍ତ୍ରୀ ଧନତେରାସରେ ଜାତୀୟ ସ୍ତରରେ ୭୫ ହଜାର…

ଫିଲିପାଇନ୍ସରେ ପ୍ରାକୃତିକ ବିପର୍ଯ୍ୟୟ: ମୃତ୍ୟୁ ସଂଖ୍ୟା ୭୦ରୁ ଅଧିକ

ନୂଆଦିଲ୍ଲୀ: ଫିଲିପାଇନ୍ସରେ ପ୍ରାକୃତିକ ବିପର୍ଯ୍ୟୟ। ପ୍ରବଳ ବର୍ଷା ସହିତ ବନ୍ୟା ଏବଂ ଭୂସ୍ଖଳନରେ ଅତି କମରେ ୭୦ ଜଣଙ୍କର ମୃତ୍ୟୁ ଘଟିଛି। ୬୦ରୁ ଅଧିକ ନିଖୋଜ ହୋଇଥିବା ଜଣାପଡିଛି। ଅନେକ ଲୋକ ପଥର, ଗଛ ଏବଂ ଆବର୍ଜନା ଭର୍ତ୍ତି ସ୍ଥାନରେ ପୋତି ହୋଇଯାଇଛନ୍ତି ବୋଲି କୁହାଯାଉଛି। ଏହି…

ଅମିତ ଶାହଙ୍କୁ ଗିରଫ କରିବାକୁ ଦାବି କଲେ ସିସୋଦିଆ

ନୂଆଦିଲ୍ଲୀ: ଅଣ ବିଜେପି ଶାସିତ ରାଜ୍ୟରେ ବିଜେପି 'ଅପରେସନ୍ ଲୋଟସ୍' ଚଳାଇଛି। ତେଲେଙ୍ଗାନାର ଶାସକ ଦଳ ଟିଆରଏସର ବିଧାୟକଙ୍କୁ ବିଜେପି କିଣିବାକୁ ପ୍ରୟାସ କରୁଛି। ଏପରି ଅଭିଯୋଗ ଆଣିଛନ୍ତି ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ। ଆଉ ପ୍ରମାଣ ଦେବାକୁ ଯାଇ ଏକ ଅଡିଓ କ୍ଲିପ୍…

ଉପନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ପଦ୍ମପୁରକୁ ନବୀନଙ୍କ ଭେଟି

ଭୁବନେଶ୍ୱର: ବରଗଡ ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ପରଲୋକ ପରେ ଖାଲି ପଡ଼ିଛି ଏହି ଆସନ। ଖୁବଶୀଘ୍ର ନିର୍ବାଚନ ପାଇଁ ତାରିଖ ଘୋଷଣା ହେବାକୁ ଯାଉଛି। ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ପଦ୍ମପୁରରେ ୪୮୮ କୋଟି ଟଙ୍କାର ନୂଆ ପ୍ରକଳ୍ପର ଶୁଭାରମ୍ଭ ହୋଇଛି। ସମସ୍ତଙ୍କ…