Latest Odisha News

BREAKING NEWS

ଚୋରି ପିଲାଙ୍କୁ ନେଇ ଭିକ୍ଷା ବୃତ୍ତି; ୫ ଅଣ ଓଡ଼ିଆ ଗିରଫ

ବ୍ରହ୍ମପୁର:କିଛି ପିଲା ବ୍ରହ୍ମପୁର ସହରର ସୁବାଷ ବୋଷ ଛକ ଟ୍ରାଫିକ ପୋଷ୍ଟ ପାଖରେ ଭିକ୍ଷା ମାଗୁଥିଲେ । କଛି ଲୋକ ଦୂରରୁ ସେମାନଙ୍କ ଉପରେ ନଜର ରଖୁଥିଲେ । ଚୋରି ପିଲାଙ୍କୁ ଧରି ଚାଲିଥିଲା ଭିକ୍ଷା ବୃତ୍ତି । ରାତିରେ ସମସ୍ତେ ରହୁଥିଲେ ଚାରି ନମ୍ବର ପ୍ଲାଟଫର୍ମର ଓଭର ବ୍ରିଜ ତଳେ । ତେବେ…

ସ୍କୁଟିରୁ ୫୧ ଗ୍ରାମ ବ୍ରାଉନସୁଗାର ଜବତ,୨ ଗିରଫ

ଗଞ୍ଜାମ:ରବିବାର ଚୋରା ବ୍ରାଉନସୁଗାର କାରବାର ଅଭିଯୋଗରେ ୨ ଜଣକୁ ଗିରଫ କରିଛି ଭଞ୍ଜନଗର ପୋଲିସ । ଗିରଫ ଦୁଇଜଣ ହେଲେ ଭଞ୍ଜନଗରର ଓମ୍‌ ସାଇ ଓ ଖଲ୍ଲିକୋଟର ଚନ୍ଦନ ମହାପାତ୍ର। ସେମାନଙ୍କ ଠାରୁ ୫୧ ଗ୍ରାମ ବ୍ରାଉନସୁଗାର, ଗୋଟିଏ ସ୍କୁଟି ସହ ୨୭୦୦ ଟଙ୍କା ଓ ଦୁଇଟି ମୋବାଇଲ ଜବତ କରାଯାଇଛି।…