Latest Odisha News

BREAKING NEWS

ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ବାରହା ମୃତ, ଜଣେ ଗିରଫ

ଖପ୍ରାଖୋଲ: ବଲାଙ୍ଗୀର ଜିଲ୍ଲାର ଖପ୍ରାଖୋଲ ବନାଞ୍ଚଳରେ ଏକ ଫାର୍ମ ହାଉସ୍ ରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ବାରହାର ମୃତ୍ୟୁ ଘଟିଛି। ଏହି ଘଟଣାରେ ବନ ବିଭାଗ ଜଣକୁ ଗିରଫକରି କୋର୍ଟ ଚାଲାଣ କରିଛି। ସୂଚନାନୁଯାୟୀ, ଖପ୍ରାଖୋଲ ଥାନାର ଦେଦର୍ହ ଗାଁ ନିକଟରେ ଥିବା ସୁଶାନ୍ତ ମେହେର…

ଶିଶୁ ଶ୍ରମିକ ଉଦ୍ଧାର;ଖଟାଉଥିବା ବ୍ୟକ୍ତି ଅଟକ

ସୁନ୍ଦରଗଡ:ଜଣେ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ଝାରସୁଗୁଡ଼ାର ଜଣେ ଶିଶୁ ଶ୍ରମିକ (୯)ଙ୍କୁ ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡ଼ା ଥାନା ଫୁଲଧୁଡ଼ିରୁ ଉଦ୍ଧାର କରାଯାଇଛି। ସମ୍ପୃକ୍ତ ମାଲିକ ତରଣୀ ସାହୁଙ୍କୁ ପୋଲିସ ଅଟକ ରଖିଛି । ଖବରମୁତାବକ, ଶିଶୁଟି କାନ୍ଧରେ ଭାର ବୋହି ନେଉଥିବା ଦେଖି…

ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡି ବସିଲା ପୋଲିସ; ୪୪ କେଜି ଗଞ୍ଜେଇ ଜବତ

ଗଜପତି: ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡି ବସିଲା ପୋଲିସ । ମୋହନା ପୋଲିସ ଚଢାଉ କରି ଗଞ୍ଜେଇ ଜବତ କରିଛି । ଏହି ଘଟଣାରେ ଝାଡଖଣ୍ଡର ରାଜ ଡେଭିସ (୨୮ )ଙ୍କୁ ପୋଲିସ ଗିରଫ କରିଛି । ସକାଳେ ପୋଲିସ ପାଟ୍ରୋଲିଂ କରୁଥିବା ବେଳେ ଆକିଲି ଗାଁ ନିକଟରେ ଏକ ମାରୁତି ସୁଜୁକି ସୱିଫ୍ଟ କାର (ଜେଏଚ୍‌…

ବନ୍ଧାହେଲେ ୨ ଅନ୍ତଃରାଜ୍ୟ ଗଞ୍ଜେଇ ବେପାରୀ; ୮୯ କେଜି ଗ‌ଞ୍ଜେଇ ସହ କାର୍ ଜବତ

ସୁନ୍ଦରଗଡ଼: ଧରା ପଡିଲେ ୨ ଅନ୍ତଃରାଜ୍ୟ ଗଞ୍ଜେଇ ବେପାରୀ । ସୁନ୍ଦରଗଡ଼ ସଦରଥାନା ପୋଲିସ ୨ ଅନ୍ତଃରାଜ୍ୟ ଗଞ୍ଜେଇ ବେପାରୀଙ୍କୁ ଧରିଛନ୍ତି । ସେମାନଙ୍କଠାରୁ ୮୯ କେଜି ୮୦୦ ଗ୍ରାମ ଗଞ୍ଜେଇ ସହ କାରବାରରେ ବ୍ୟବହୃତ କାର ଜବତ ହୋଇଛି। ସୂଚନାଥାଉକି, ଉତ୍ତରପ୍ରଦେଶର ଦୁଇ ଗଞ୍ଜେଇ ବେପାରୀ…

ବନ୍ଧାହେଲେ ୫ ବିହାରୀ ଠକ ଗ୍ୟାଙ୍ଗ; ନକଲି ବାବା ସାଜି ସୁନା ଲୁଟୁଥିଲେ…

ସୁନ୍ଦରଗଡ: ଧରାପଡିଲେ ବିହାରୀ ଠକ ଗ୍ୟାଙ୍ଗ । ଗିରଫ ସମସ୍ତ ୫ ଜଣ ବିହାର ଔରଙ୍ଗାବାଦ୍ ଅଞ୍ଚଳ ର । ନକଲି ବାବା ସାଜି ଗାଁ ଗହଳିର ନିରୀହ ଲୋକଙ୍କୁ ଲୁଟୁଥିଲେ। ସୁନ୍ଦରଗଡ଼ ସଦର ଥାନା ଲଙ୍କାହୁଡ଼ା ଗାଁରେ ଘଟିଛି ଏଭଳି ଘଟଣା ।ସମସ୍ତଙ୍କୁ ସୁନ୍ଦରଗଡ ସଦରଥାନା ଅଞ୍ଚଳରୁ ଗିରଫ କରାଯାଇଛି । ପୋଲିସ…

ଚୋରି ପିଲାଙ୍କୁ ନେଇ ଭିକ୍ଷା ବୃତ୍ତି; ୫ ଅଣ ଓଡ଼ିଆ ଗିରଫ

ବ୍ରହ୍ମପୁର:କିଛି ପିଲା ବ୍ରହ୍ମପୁର ସହରର ସୁବାଷ ବୋଷ ଛକ ଟ୍ରାଫିକ ପୋଷ୍ଟ ପାଖରେ ଭିକ୍ଷା ମାଗୁଥିଲେ । କଛି ଲୋକ ଦୂରରୁ ସେମାନଙ୍କ ଉପରେ ନଜର ରଖୁଥିଲେ । ଚୋରି ପିଲାଙ୍କୁ ଧରି ଚାଲିଥିଲା ଭିକ୍ଷା ବୃତ୍ତି । ରାତିରେ ସମସ୍ତେ ରହୁଥିଲେ ଚାରି ନମ୍ବର ପ୍ଲାଟଫର୍ମର ଓଭର ବ୍ରିଜ ତଳେ । ତେବେ…

ସ୍କୁଟିରୁ ୫୧ ଗ୍ରାମ ବ୍ରାଉନସୁଗାର ଜବତ,୨ ଗିରଫ

ଗଞ୍ଜାମ:ରବିବାର ଚୋରା ବ୍ରାଉନସୁଗାର କାରବାର ଅଭିଯୋଗରେ ୨ ଜଣକୁ ଗିରଫ କରିଛି ଭଞ୍ଜନଗର ପୋଲିସ । ଗିରଫ ଦୁଇଜଣ ହେଲେ ଭଞ୍ଜନଗରର ଓମ୍‌ ସାଇ ଓ ଖଲ୍ଲିକୋଟର ଚନ୍ଦନ ମହାପାତ୍ର। ସେମାନଙ୍କ ଠାରୁ ୫୧ ଗ୍ରାମ ବ୍ରାଉନସୁଗାର, ଗୋଟିଏ ସ୍କୁଟି ସହ ୨୭୦୦ ଟଙ୍କା ଓ ଦୁଇଟି ମୋବାଇଲ ଜବତ କରାଯାଇଛି।…