Latest Odisha News

BREAKING NEWS

ସତରେ କ’ଣ ମୁଁ ଗପ ଲେଖିଛି?

ସତରେ କ’ଣ ମୁଁ ଗପ ଲେଖିଛି? ନେତାଜୀ ଅଭିନନ୍ଦନ ପିଲାଦିନେ ଗପ ନଶୁଣିଲେ ଆଖିକୁ ନିଦ ଆସୁନଥିଲା । ପ୍ରତି ରାତିରେ ମତେ ନୂଆ ଗପ ଶୁଣାଇବାର ଦାୟିତ୍ୱ ତୁଲାଉଥିଲେ ବାବା ଓ ବିବୁ (ଦାଦା ବିବୁଧରଂଜନ) । ହରେକ ରକମର ଓ କିସମର ନୂଆ ନୂଆ ଗପ । ମୁଁ ଉତ୍କଣ୍ଠାର ସହ ରାତିକୁ ଅପେକ୍ଷା କରି ରହୁଥିଲି…